Uncategorized ଅଣଗାନ୍ଧୀ ସଭାପତି:କିଏ ନେବେ କଂଗ୍ରେସର ନିଷ୍ପତ୍ତି ! October 20, 2022 କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ହୋଇଛନ୍ତି। କଂଗ୍ରେସର ପରିଚାଳନା ଭାର ସବୁବେଳେ ଗାନ୍ଧୀ ପରିବାର ହାତରେ ରହିଆସିଛି। ମାତ୍ର ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱ ଅଣଗାନ୍ଧୀ ପରିବାର ହାତକୁ ଯାଇଛି। କଂଗ୍ରେସର ନୂଆ ସଭାପତି ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ…
ନ୍ୟୁଜ୍, ପଲିଟିକ୍ସ ଥରୁର ବନାମ ଖଡ଼ଗେ:କିଏ ହେବେ କଂଗ୍ରେସ ଅଧ୍ୟକ୍ଷ September 30, 2022 ସବୁ ସସ୍ପେନ୍ସର ଅନ୍ତ ଘଟି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥିଙ୍କ ନାଁ ଆଗକୁ ଆସିଛି। ପ୍ରାର୍ଥୀତ୍ୱକୁ ନେଇ ଅନେକ ନାଁ ଚର୍ଚ୍ଚାକୁ ଆସୁଥିଲା ବେଳେ ଏବେ ଫାଇନାଲ୍ ଆଉଟପୁଟ୍ ସାମ୍ନାକୁ ଆସିଛି। ଦୀର୍ଘ ୨୦ ବର୍ଷ ପରେ କଂଗ୍ରେସ ଗାନ୍ଧି ପରିବାରକୁ ବାଦ ଦେଇ ନିର୍ବାଚିନ ଜରିଆରେ ନିଜର ଅଧ୍ୟକ୍ଷ…
ନ୍ୟୁଜ୍, ପଲିଟିକ୍ସ ଜେପି ନଡ୍ଡାଙ୍କ କଟାକ୍ଷ: କଂଗ୍ରେସ ଭାଇ ଭଉଣୀଙ୍କ ପାର୍ଟି September 29, 2022 ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ସମାବେଶରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ଟିପ୍ପଣୀ ଦେବା ସହ ତେରେଛା ବାଣ ମାରିଛନ୍ତି। କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ବର୍ଣ୍ରନା କରିଛନ୍ତି ନଡ୍ଡା। ତେବେ ଏହାରି ଭିତରେ ସେ କଂଗ୍ରେସକୁ ଯାର୍ଗେଟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ…
ନ୍ୟୁଜ୍, ପଲିଟିକ୍ସ ଗେହଲଟ ନା ପାଇଲଟ୍:କାହା ହାତରେ ରହିବ ରାଜସ୍ଥାନ ରିମୋର୍ଟ September 26, 2022 ରାଜସ୍ଥାନ କଂଗ୍ରେସର ସ୍ଥିତିକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି। ରାଜସ୍ଥାନର ମଙ୍ଗ କିଏ ସମ୍ଭାଳିବ? ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ କାହାକୁ ବାଛିବ ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ଗୋଟିଏ ପଟେ ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କିଏ ହେବ…
ନ୍ୟୁଜ୍ ବଢୁଛି ଆଶାୟୀଙ୍କ ତାଲିକା: କିଏ ଜିତିବ ବାଜି? September 24, 2022 କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗାନ୍ଧୀ ପରିବାର ରେସରେ ଯୋଡି ହେବେନାହିଁ ବୋଲି ସ୍ପଷ୍ଟ ହୋଇଛି। ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା…
ନ୍ୟୁଜ୍, ପଲିଟିକ୍ସ ଓଡ଼ିଶା ଉପରେ ନାହିଁ କି ରାହୁଲଙ୍କ ନଜର:ଭାରତ ଯୋଡ଼ୋ ଯାତ୍ରାରୁ ଓଡ଼ିଶା ବାଦ୍ September 22, 2022 କଂଗ୍ରେସ ତାର ସ୍ଥିତି ସଜାଡ଼ିବାକୁ ପ୍ରୟାସ ଜାରୀ ରଖିଛି। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ରାଜ୍ୟ ରାଜ୍ୟ ବୁଲି ସଂଗଠନ ସଜାଡୁଛି। ୨୪ନିର୍ବାଚନକୁ ଆଖିରେ ରଖି ସକ୍ରିୟ ହେଉଛି କଂଗ୍ରେସ। ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତି ଦିନକୁଦିନ ଶୋଚନୀୟ ହେପବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନ ପରେ ମଧ୍ୟ ଆାଶାନୁରୂପ ଫିଲ୍ଡ…
ନ୍ୟୁଜ୍, ପଲିଟିକ୍ସ NDA ରୁ UPA,ଜାଣନ୍ତୁ କାହା ଅମଳରେ କେତେ CBI ରେଡ୍ September 21, 2022 ଦୁଇ ଦଶନ୍ଧି ଭିତରେ ଉଭୟ NDA ଓ UPA ସରକାର ଅମଳିରେ CBI ରେଡ ଅଧିକମାତ୍ରାରେ ଚାଲିଛି। ବର୍ତ୍ତମାନ ସମୟରେ ଏହା ଏକ ରାଜନୈତୀକ ମୁଦ୍ଧା ପାଲଟିଥିବା ଆଲୋଚନା ମଧ୍ୟ ହେଉଛି। ରାଜନୈତୀକ ଉଦ୍ଧେଶ୍ୟ ପ୍ରଣୋଦିତ ହୋଇ ରେଡ୍ କରାଯାଉଥିବା ବିରୋଧି ଅଭିଯୋଗ ମଧ୍ୟ କରୁଛନ୍ତି। CBI ରେଡକୁ କେହିକେହି ରାଜନୈତୀକ…
Connect With Us