ନ୍ୟୁଜ୍, ପଲିଟିକ୍ସ ବିରୋଧିଙ୍କ ଦାବୀ CBI ତଦନ୍ତ:ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଆମେରିକାର ସାହାଯ୍ୟ February 22, 2023 ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ଗୋଟାଏ ମାସ ବିତିଗଲାଣି। ଏ ମାମଲାରେ ଗୋପାଳ ଦାସକୁ ଗିରଫ କରିବା ସହ କ୍ରାଇମବ୍ରାଞ୍ଚ Adg ଅରୁଣ ବୋଥ୍ରା ଏ ଘଟଣାର ତଦନ୍ତ ଭାର ନେଇଛନ୍ତି। ମାତ୍ର ଏବେ ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍…
ପଲିଟିକ୍ସ ସରିନି ଶୁଦ୍ଧିକ୍ରିୟା,ଆରମ୍ଭ ହେଲାଣି ଭୋଟ ପଲିକିକ୍ସ February 7, 2023 ଜାନୁୟାରୀ ୨୯ ରେ ପୁଲିସ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଯଦିଓ ସେ ଆସନରେ ଉପନିର୍ବାଚନର ସମ୍ଭାବନା ଅଛି କିନ୍ତୁ ଶୋକର ଛାୟା ହଟି ନଥିବା ହେତୁ ସେ ସମ୍ପର୍କରେ ଆଲୋଚନା ଏତେଟା ଗତିଶିଳ କରିବାକୁ…
ନ୍ୟୁଜ୍, ପଲିଟିକ୍ସ ଗୋଟେ ପରେ ଗୋଟେ ଉପନିର୍ବାଚନ: ବରଗଡ଼ ଲୋକସଭା ଆସନର ବିଧାୟକ ମାନଙ୍କ ଦେହାନ୍ତ February 4, 2023 ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦ୍ୱିପହରରେ କରାଗଲା ଗୁଳି ମାଡ଼। ବ୍ରଜରାଜ ନଗର ଗାନ୍ଧି ଛକରେ କାର୍ ଡ଼ୋର ଖୋଲିଲା ମାତ୍ରେ ଛାତିରେ ତାଙ୍କର ବାଜିଥିଲା ଗୁଳି। ପୁଲିସ ASI ଗୋପାଳ ଦାସଙ୍କ ଗୁଳିମାଡ଼ରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ଆଖି ବୁଜିଲେ ମନ୍ତ୍ରୀ…
ନ୍ୟୁଜ୍, ପଲିଟିକ୍ସ ପାଇଖାନା ଟାଙ୍କି କାଗଜରୁ ଫିଟିବ କି ନବ ଦାସଙ୍କ ହତ୍ୟା ଗୁମର February 2, 2023 ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ହତ୍ୟା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନବ ଦାସ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମକୁ ଯାଇଥିଲା ବେଳେ ପୁଲିସ୍ କର୍ମଚାରୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲେ। ତାଙ୍କ ହତ୍ୟା ଅଭଯୋଗରେ ASI ଗୋପାଳ ଦାସଙ୍କୁ ପୁଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ…
ନ୍ୟୁଜ୍, ପଲିଟିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ January 29, 2023 ବ୍ରଜରାଜନଗରେ ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ଗୁଳିମାଡ଼ ହୋଇଛି। ସେ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ସେ ବ୍ରଜରାଜନଗର ଯାଇଥିଲା ବେଳେ ଏଭଳି ଅଘଟଣ ଘଟିଛି। ପୁଲିସ କର୍ମଚାରୀ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି।…
Connect With Us