

ବିଜୁଙ୍କ ବନବାସ ଥିଲା୨୭ବର୍ଷ:ବିଜୟଙ୍କର ହେଲା୧୯ବର୍ଷ
ହାଇଭୋଲଟେଜ୍ ପାଟକୁରା ନିର୍ବାଚନର ଫଳାଫଳ,ଓଡ଼ିଶା ସରକାରଙ୍କୁ ପ୍ରଭାବିତ କରିବ ନାହିଁ ସତ।କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋର ବିରୋଧି ବିଜୟ ମହାପାତ୍ରଙ୍କର ବଡ଼ ବ୍ୟବଧାନରେ ପରାଜୟ ଘଟିଛି।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ,ବିଜେପିର ବିଜୟ ମହାପାତ୍ରଙ୍କୁ ୧୭ହଜାର ୯୨୦ଭୋଟ ବ୍ୟବଧାନରେ ହରାଇଛନ୍ତି।ସାବିତ୍ରୀଙ୍କୁ ୯୬ହଜାର ୧୭ଭୋଟ ମିଳିଥିଲା ବେଳେ ବିଜୟଙ୍କୁ ମିଳିଛି ୭୮ହଜାର ୯୭ଭୋଟ। ଅନ୍ୟପଟେ କଂଗ୍ରେସ…

ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲେ ବିଜୁ; ଜେଲ ଗଲେ ବିଜୟ
ନବୀନ ବନାମ ବିଜୟଚାଲିଛି ପାଟକୁରା ମହାସମର।ନବୀନ ପଟ୍ଟନାୟକ ବନାମ ବିଜୟ ମହାପାତ୍ରଙ୍କ ବ୍ୟକ୍ତିଗତ ଲଢ଼େଇ,ଉଗ୍ର ରୂପ ଧାରଣ କଲାଣି।ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାଲାଗି ମୁଖ୍ୟମନ୍ତ୍ରୀ ଖେଳୁଛନ୍ତି ସିମ୍ପାଥି କାର୍ଡ ।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ବୟସ ଅଧିକ କାରଣରୁ ସେ ପ୍ରଚାର କମ କରୁଛନ୍ତି।କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଗଣ୍ଡା ଗଣ୍ଡା ମନ୍ତ୍ରୀ…

ପାଟକୁରା ବିଧାୟକଙ୍କୁ ଉପବାଚସ୍ପତି କରାଇଥିଲେ ବିଜୁ
ପଲଟିକାଲ୍ ନ୍ୟୁଜରେ ଇଣ୍ଟ୍ରେଷ୍ଟ ଥିବା ଓଡ଼ିଆଙ୍କ ପାଇଁ,ଏବେ ହଟ୍ ଖବର ପାଟକୁରା ଇଲେକସନ୍। ଗରଦପୁର ଗାଁ ଗାଁରେ ମନ୍ତ୍ରୀ।ମାର୍ଶାଘାଇ-ଡେରାବିଶର ବିଭିନ୍ନ ଛକର ଟି-ଷ୍ଟଲରେ ବିଧାୟକ-ସାଂସଦ।ତେବେ ପାଟକୁରାର ହାଇଭୋଲଟେଜ୍ ରେସରେ କଂଗ୍ରେସ ଥିଲା ପରି ଲାଗୁନି।ଏଇଟା ସତ ଯେ ବିଜୟ ମହାପାତ୍ରଙ୍କୁ ହରାଇବାକୁ ମୁଖ୍ୟମନ୍ତ୍ରୀ,ନିଜ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟଙ୍କୁ କ୍ୟାମ୍ପେନରେ ଲଗାଇଛନ୍ତି।ବିଜେଡି ପ୍ରାର୍ଥୀ…

ବିଜୟଙ୍କୁ’ସାନ ବିଜୁ’କହି ବିଧାୟକ କରାଇଥିଲେ ବିଜୁ ପଟ୍ଟନାୟକ
ଫୋକସରେ ଏବେ ପାଟକୁରା ନିର୍ବାଚନ।ଯଦିଓ ଏହି ନିର୍ବାଚନର ହାର-ଜିତ ବିଜେଡି ସରକାରର ସ୍ଥାୟିତ୍ୱକୁ ପ୍ରଭାବିତ କରିବ ନାହିଁ।କିନ୍ତୁ ପାଟକୁରା ଫଳାଫଳରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସ୍ୱାର୍ଥ।କାରଣ ନବୀନଙ୍କ ଘୋର ବିରୋଧି ବିଜୟ ମହାପାତ୍ର ପାଟକୁରାରୁ ବିଜେପି ଟିକେଟରୁ ଲଢୁଛନ୍ତି।ସେଥିପାଇଁ ଜୁଲାଇ ୨୦ରେ ହେବାକୁ ଥିବା ମତଦାନରେ ବିଜେଡି ପ୍ରାର୍ଥୀ…
Connect With Us