ଫିଲ୍ମ ବଲିଉଡ଼ରେ ଓଡ଼ିଆ ଫିଲ୍ମ ‘ଦମନ’ January 16, 2023 ଢେମସା ତାଳରେ ନାଚିବେ ଦର୍ଶକ, ଦେଶ ଦେଖିବ ଦିଶାରୀର ଦଶା, ହସେଇବ ଡିପାର୍ଟମେଣ୍ଟରେ ମଶା, ଭାବୁକ କରିବ ଅନ୍ ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନର ଟିମ୍ ୱାର୍କ, ନିଦ ଭାଙ୍ଗିବ ଡକ୍ଟର–କମ୍ପାଉଣ୍ଡରଙ୍କ ବେଲ୍ ବଜା ସିନ୍, ମୁଣ୍ଡକୁ ଉଚ୍ଚା କରିବ ଗଧ ପିଠିରେ ବସି ୧୫୧ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇବାର ସଂକଳ୍ପ।…
ନ୍ୟୁଜ୍, ଫିଲ୍ମ ବିଜୟ ମହାନ୍ତି-ଅଜିତ ଦାସଙ୍କ ଶୂନ୍ୟତାକୁ କଣ ଦୀପନ୍ୱିତ କରି ପାରିବେ ପୂରଣ? December 5, 2022 ଆଛା ବ୍ୟାସେ ଆଉ ଥରେ ନୂଆ ରେବତୀଟେ ଲେଖିପାରିବ ? ତୁମକୁ ଶୁଭୁନି ! ଶୁଭୁଛି ଯଦି ତୁମର କାନ କାଇଁ ଫାଟି ଯାଉନି! ବ୍ୟାସେ ଶୁଣୁଛ ? କିଛିଦିନ ତଳେ ବେଶ୍ ଚର୍ଚ୍ଚା ହୋଇଥିଲା ଏଭଳି ଏକ ସଟ୍ ଫିଲ୍ମକୁ ନେଇ। ଗୋଟିଏ ହାତରେ କଲର ସ୍ପ୍ରେ ବଟଲ୍, ଅନ୍ୟ…
ନ୍ୟୁଜ୍, ଫିଲ୍ମ ଝରିଗଲେ ଝରଣା ଦାସ December 2, 2022 ଫୁଲ ଆଉ କଥା କହିବନି, କି ଜୀବନ ଯମୁନାରେ ବି ଆଉ ଜୁଆର ଉଠିବନିଏବେ ସବୁ କିଛି ନୀରବ, ନିଶ୍ଚଳ ନିଷ୍ପନ୍ଦ। ଏ ସବୁକୁ ଖୁବ୍ ନିଖୁଣ ଭାବେ ଜୀବନ୍ତ କରିଥିବା କେହିଜଣେ ଏବେ କେବଳ ସ୍ମୃତିରେ। ଓଡ଼ିଆ ସିନେମା ଜଗତକୁ ଜାଗ୍ରତ କରିଥିବା ସେ କଳାକାର ଜଣକ ଏବେ ଗାଢ…
ଫିଲ୍ମ ଓଡ଼ିଆ ସିନେମାର କ୍ରେଜ୍ ବଢୁଛି: ହିନ୍ଦୀ ପରଦାରେ ଆସିବ ‘ଦମନ’ November 15, 2022 ଓଡ଼ିଆ ଫିଲ୍ମ ‘ଦମନ’ ରିଲିଜ୍ ହେବା ପରଠୁ ଓଡ଼ିଶାରେ ବେଶ୍ ଲୋକପ୍ରିୟତା ସାଉଁଟିଛି। ବିପର୍ଯ୍ୟୟ ମୁଖି ଓଡ଼ିଆ ସିନେମାକୁ ରାହା ଦେଖାଇଛି ‘ଦମନ’। ନିକଟ ଅତୀତରେ ଓଡ଼ିଆ ଫିଲ୍ମ ରିଲିଜ୍ ପାଇଁ ହଲ୍ ମିଳୁନଥିଲା ବେଳେ ‘ଦମନ’କୁ ନେଇ କିନ୍ତୁ ବେଶ୍ ଉତ୍ସାହ ଦେଖାଇଛନ୍ତି ଦର୍ଶକ। ରିଲିଜ୍ ହେବା ପରଠୁ ହିଁ…
ପଲିଟିକ୍ସ, ଫିଲ୍ମ ରାଜନୀତି କରିବାକୁ ଅଭିନେତା ଆଗ୍ରହୀ; କିନ୍ତୁ ଓଡ଼ିଶା ଭୋଟର କରୁଛନ୍ତି ବୟକଟ୍ November 13, 2022 ଲୋକଙ୍କର ଇମୋସନର ଫାଇଦା ଉଠାଇ, ପଲିଟିକ୍ସରେ ସଫଳତା ପାଇଛନ୍ତି ଅନେକ ସିନେ ଷ୍ଟାର। ବିଶେଷ କରି ତାମିଲୁନାଡୁ ପଲିଟିକ୍ସକୁ ସଂପୂର୍ଣ୍ଣ କଣ୍ଟ୍ରୋଲ କରିଛନ୍ତି ସିନେ ଷ୍ଟାର। ତାମିଲି ସୁପରଷ୍ଟାର MGR ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। MGRଙ୍କ ବନ୍ଧୁ ତଥା ସିନେମା Script ରାଇଟର କରୁଣାନିଧି ୧୯୬୯ ମସିହାରେ ତାମିଲିନାଡୁର ମୁଖ୍ୟମନ୍ତ୍ରୀ…
ଫିଲ୍ମ ମନଗଢ଼ା କାହାଣୀ ନୁହେଁ; ସତ କଥାର ସିନେମା-ଦମନ, ଓଡ଼ିଆ ଦର୍ଶକଙ୍କ ଫେଭରାଇଟ୍ November 9, 2022 ଓଡ଼ିଆ ସିନେମ। ପାଇଁ ସଞ୍ଜିବନୀ ସାଜିଛି ଦମନ। ଓଡ଼ିଆ ସିନେମାକୁ ହଲ୍ ମିଳୁନଥିଲା ବେଳେ ଦମନ ଫିଲ୍ମକୁ ନେଇ ଦର୍ଶକ ବେଶ୍ ଉତ୍ସାହୀ। ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନ ଓ ଦ୍ୱୀପାନିତଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଛୁଇଁଛି। ରିଲ୍ ଲାଇଫର ଚରିତ୍ରକୁ ଭେଟିଲା ପରେ ରିୟଲ୍ ଲାଇଫ୍…
ଫିଲ୍ମ ଦମନକୁ ନେଇ ରାଜ୍ୟରେ ବଢୁଛି ଉତ୍ସାହ : ଚର୍ଚ୍ଚାରେ ରିୟଲ୍ ହିରୋ November 6, 2022 ଦମନ ଫିଲ୍ମକୁ ନେଇ ଏବେ ସାରା ରାଜ୍ୟରେ ଉତ୍ସାହ ବଢୁଛି। ବିଭିନ୍ନ ସିନେମା ହଲରେ ଏ ଚଳଚ୍ଚିତ୍ର ଦେଖିବାକୁ ଭିଡ଼ ଜମୁଛି। ଓଡ଼ିଆ ସିନେମାରେ ଦର୍ଶକ ସଂଖ୍ୟା କମିବା ଏକ ପ୍ରମୁଖ ସମସ୍ୟା ହୋଇଥିଲା ବେଳେ ଦମନ କ୍ଷେତ୍ରରେ କିନ୍ତୁ ଦର୍ଶକଙ୍କ ଭିଡ଼ ଏ କଥାକୁ ଭୁଲ ସାବ୍ୟସ୍ତ କରିଛି। ଓଡ଼ିଆ…
Connect With Us