ପଲିଟିକ୍ସ ସରିନି ଶୁଦ୍ଧିକ୍ରିୟା,ଆରମ୍ଭ ହେଲାଣି ଭୋଟ ପଲିକିକ୍ସ February 7, 2023 ଜାନୁୟାରୀ ୨୯ ରେ ପୁଲିସ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଯଦିଓ ସେ ଆସନରେ ଉପନିର୍ବାଚନର ସମ୍ଭାବନା ଅଛି କିନ୍ତୁ ଶୋକର ଛାୟା ହଟି ନଥିବା ହେତୁ ସେ ସମ୍ପର୍କରେ ଆଲୋଚନା ଏତେଟା ଗତିଶିଳ କରିବାକୁ…
ନ୍ୟୁଜ୍, ପଲିଟିକ୍ସ କାମ ଦେଉଛି ସମବେଦନା କାର୍ଡ:ପଦ୍ମପୁରରେ ବର୍ଷା ବିଜୟୀ December 8, 2022 ପଦ୍ମପୁର ଉପ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଘୋଷଣା ହୋଇଥିଲା। ବିଜେଡି ଆସନ ହାତେଇବାକୁ ବିଜୟ ରଞ୍ଜନ ସିଂ…
ନ୍ୟୁଜ୍, ପଲିଟିକ୍ସ ରେସରୁ ହଟୁଛି କଂଗ୍ରେସ December 8, 2022 କଂଗ୍ରେସର ସ୍ଥିତି ମଜବୁତ୍ ପାଇଁ ଚାଲିଛି ଭାରତ ଯୋଡୋ କାର୍ଯ୍ୟକ୍ରମ। ଯୋଡି ହେଉଛନ୍ତି କଂଗ୍ରେସର ନେତା ସମର୍ଥକ ଓ ଦଳୀୟକର୍ମୀ। ସଂଗଠନ ସଜାଡିବାକୁ ଅଣ୍ଟା ଭିଡୁଛି କଂଗ୍ରେସ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ମଙ୍ଗ ଧରିଛନ୍ତି। ଓଡ଼ିଶାରେ କିନ୍ତୁ ଏସବୁ ପ୍ରହସନ ପାଲଟିଛି। ରାଜ୍ୟ ନେତୃତ୍ୱର ଅଭାବ ଓ ଦଳୀୟ କନ୍ଦଳ ଓଡ଼ିଶାରେ…
ନ୍ୟୁଜ୍, ପଲିଟିକ୍ସ ସରିଲା ଧାମନଗର:ଚର୍ଚ୍ଚାରେ ପଦ୍ମପୁର November 5, 2022 ଧାମନଗର ଉପନିର୍ବାଚନ ଫଳାଫଳ ନଭେମ୍ବର ୬ ରେ ପ୍ରକାଶ ପାଇବ। ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନ ମୁହାଁ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଦୁଇ ଉପନିର୍ବାଚନ ଉପରେ ସବୁ ଦଳ ଫୋକସ୍ କରିଛନ୍ତି। ୟାରି ଭିତର ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା…
Connect With Us