ନ୍ୟୁଜ୍ ଓଡ଼ିଶାରେ ସୁନାଖଣି February 28, 2023 ଓଡ଼ିଶାରେ ମିଳିଛି ସୁନାଖଣିର ସନ୍ଧାନ। ବିଧାନସଭାରେ ଏ ନେଇ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ରାଜ୍ୟରେ ତିନୋଟି ଜିଲ୍ଲାରେ ସୁନାଖଣି ଚିହ୍ନଟ ହୋଇଛି। ଦେବଗଡର ଅଡ଼ାଶ,କେନ୍ଦୁଝରର ତେଲକୋଇ ଏବଂ ମୟୁରଭଞ୍ଜର ବାଦାମପାହାଡ଼ରେ ସୁନାପଥରର ସନ୍ଧାନ ମିଳିଥିବା ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଓ ବେସରକାରୀ ଜମିରେ ଖନନ…
ନ୍ୟୁଜ୍ ଲୋକଙ୍କ ପସନ୍ଦ,ଟ୍ରାଡିସନାଲ୍ କଷ୍ଟ୍ୟୁମ୍ ଟସର ବସ୍ତ୍ର February 14, 2023 ପ୍ରକୃତିର ଅମୂଲ୍ୟ ବରଦାନ ଟସର ପୋକ। ଅନେକଙ୍କ ପାଇଁ ଜୀବନ ଏବଂ ଜୀବିକାର ମାଧ୍ୟମ। କମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ଟସର ଚାଷୀ। ସ୍ୱାବଲମ୍ବୀ ହେଉଛନ୍ତି ଅନେକ ପରିବାର। ଟସର’ର ଚାହିଦା, କେବଳ ଓଡ଼ିଶାରେ ନୁହେଁ, ଦେଶ ଡ଼େଇଁ ବିଦେଶରେ ପହଞ୍ଚିଲାଣି। ଟ୍ରାଡିସନାଲ୍ କଷ୍ଟ୍ୟୁମ୍ ହିସାବରେ ଟସର ତିଆରି ରେଶମ ଏବେ…
ନ୍ୟୁଜ୍, ପଲିଟିକ୍ସ ଧାନ ମଣ୍ଡିରେ ସରକାର ଫେଲ୍! December 31, 2022 ଚାଷ କାମ ଯାହାର,କେଡେ ସୁଖ ତାହାରର ଲୋକକଥା ଏବେ ପ୍ରହସନ ପାଲଟିଛି। ବାସ୍ତବତାର ଟ୍ୟାଗ୍ ଏ ଲୋକକଥା ସହ ଆଉ ଯୋଡି ହୋଇ ନାହିଁ।କୃଷିର କ୍ଷେତ୍ର ଓଡ଼ିଶାରେ ଏବେ ଚାଷୀର ଅବସ୍ଥା ଅବ୍ୟବସ୍ଥାର ଶୀର୍ଷରେ। ସରକାର କୃଷିକର୍ମଣ ଆୱାର୍ଡ଼ ପାଇ ବାଃ ବାଃ ନେଉଥିଲା ବେଳେ ପ୍ରକୃତ ଚାଷୀ କିନ୍ତୁ ବିଷାଦରେ।…
ନ୍ୟୁଜ୍, ପଲିଟିକ୍ସ ମାଟିକୁ ଫେରିବେ ମହାମହିମ November 9, 2022 ମୟୁରଭଞ୍ଜ ମାଟିରୁ ନୂଆଦୀଲ୍ଲି,ରାଇରଙ୍ଗପୁରରୁ ରାଇସିନା ହିଲ୍,ସ୍କୁଲ୍ ଟିଚରରୁ କଣ୍ଟ୍ରି କଣ୍ଟ୍ରୋଲରର ଯାତ୍ରାରେ ସଫଳ ହୋଇଥିବା ଓଡ଼ିଆ ମାଟିର ଗର୍ବ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଓ ବିଶ୍ୱର ପ୍ରଥମ ମହିଲା ଆଦିବାସୀ ନେତା ହିସାବରେ ସର୍ବୋଚ୍ଚ ଆସନରେ ବସିବାର ସୌଭାଗ୍ୟ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା।…
ନ୍ୟୁଜ୍, ପଲିଟିକ୍ସ ମୋବାଇଲ ସେବାରେ ଐତିହାସିକ ଯୁଗ: ପାହାଡ଼ପୁରରେ 5G ! October 1, 2022 ମୋବାଇଲ ସେବା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ହେବାକୁ ଯାଉଛି। ନେଟ୍ୱର୍କ ସମ୍ପର୍କିତ ସମସ୍ୟାର ସମାଧାନ ପନ୍ଥା ସାମ୍ନାକୁ ଆସିଛି। ଦେଶରେ 5G ସେବାର ଅୟମାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରମୁଖ ୪ଟି ସହରରେ ଏହି ସେବା ଉପଲବ୍ଧ ହେବ। ବିଶ୍ୱର ପ୍ରମୁଖ ଶକ୍ତିଶଳୀ ଦେଶମାନଙ୍କ ପରି ଭାରତରେ…
Connect With Us