ନ୍ୟୁଜ୍ ମିଶନ ରାଉରକେଲାର ଜାତୀୟ ରେକର୍ଡ: ୫୦ ଫୁଟର ହକି ବିଶ୍ୱକପ୍ ଟ୍ରଫି April 24, 2023 ଚର୍ଚ୍ଚାରେ ଷ୍ଟିଲ ସିଟିର ସ୍କିଲ୍। ହକିର ସହର ରାଉରକେଲାରେ ତିଆରି ହୋଇଛି ଆଉ ଏକ ନୂଆ ରେକର୍ଡ। ବିଶ୍ୱର ସର୍ବବୃହତ ହକି ଷ୍ଟାଡ଼ିୟମ୍ ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ ହକି ଷ୍ଟାଡ଼ିୟମର ପ୍ରତିଷ୍ଠା,ଆନ୍ତର୍ଜାତୀୟ ହକି ବିଶ୍ୱକପର ଆୟୋଜନ ଆଦି ପରେ ହକି କ୍ଷେତ୍ରରେ ଚର୍ଚ୍ଚାର ଶିଖରରେ ଥିବା ରାଉରକେଲାରେ ଯୋଡି ଦେଇଛି ଗର୍ବ…
Uncategorized, ସ୍ପୋର୍ଟସ୍ ବାଲିରେ ବିଶ୍ୱର ବିଶାଳ ହକି ଷ୍ଟିକ୍ January 11, 2023 ହକିକୁ ନେଇ ଏବେ ସାରା ଓଡ଼ିଶା ଚଳ ଚଞ୍ଚଳ। ଆନ୍ତର୍ଜାତୀୟ ସ୍ତରରେ ହକି ୱାର୍ଲ୍ଡ କପର ଆୟାଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ହକିକୁ ନେଇ ଦୁଲୁକୁଛି କଟକ। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘଟାନୀ ଉତ୍ସବ ନେଇ…
ସ୍ପୋର୍ଟସ୍ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ କେବେ ହେବ-ଜୟପାଲ ସିଂହ ସ୍ୱର୍ଣ୍ଣ କପ୍ ହକି ? December 30, 2022 ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ସହୀଦ ବିର୍ସା ମୁଣ୍ଡାଙ୍କ ନାମରେ ରାଉରକେଲାରେ ପ୍ରତିଷ୍ଠା କଲେ, ଓଡ଼ିଶା ସରକାର। ଗର୍ବ ବଢ଼ିଲା ରାଉରକେଲାର। ୨୦୧୮ ଏବଂ ୨୦୨୩ରେ ଲାଗାତର, ଦୁଇ ଥର ହକି ବିଶ୍ୱକପର ଆୟୋଜକ ଓଡ଼ିଶାକୁ ମିଳିଲା ସ୍ୱତନ୍ତ୍ର ପରିଚୟ। ଭୁବନେଶ୍ୱରରେ ୨୦୧୪ରେ ଚାମ୍ପିୟନ୍ସ ଟ୍ରଫି ହକି ଏବଂ ପରେ…
ନ୍ୟୁଜ୍ ଛାତ୍ରଛାତ୍ରୀ ଧରିବେ ହକିଷ୍ଟିକ,ସ୍କୁଲରେ ହେବ ହକି କ୍ଲବ April 22, 2022 ଦେଶର ଲୋକପ୍ରିୟ ଖେଳ ହକି ପାଇଁ ରାଜ୍ୟ ପାଇଛି ନିଆରା ପରିଚୟ। କେବଳ ରାଜ୍ୟର ସୀମା ଭିତରେ ଏ ସଫଳତା ସୀମିତ ହୋଇ ରହିନାହିଁ। ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ହକି ପାଇଁ ଓଡ଼ିଶାର ସୁନାମ ବଢ଼ିଛି। କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଁ ହକି ୱାର୍ଲ୍ଡକପ୍ ଆୟୋଜନ କରି …
ସ୍ପୋର୍ଟସ୍ ବାପାଙ୍କୁ ବିଶ୍ୱକପ ଖେଳିବାକୁ ମିଳିନଥିଲା ସୁଯୋଗ, କିନ୍ତୁ ପୁଅ ହାର୍ଦ୍ଦିକ ସିଂ ଓ୍ଵାର୍ଲଡ କପ ଟିମରେ ବେଷ୍ଟ ମିଡ୍ ଫିଲଡର November 23, 2018 କଠିନ ପରିଶ୍ରମ,ଏକାଗ୍ରତା ଓ ନିଷ୍ଠା ଜଣେ ବ୍ୟକ୍ତିଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥାଏ। ସେମିତି ଜଣେ ବ୍ୟକ୍ତିତ୍ୱ ହାର୍ଦ୍ଦିକ ସିଂ। ଅନେକ ବୋଧେ ତାଙ୍କୁ ଜାଣି ନଥିବେ। ଭାରତୀୟ ହକିର ରାଇଜିଂ ଷ୍ଟାର୍। ଚଳିତ ହକି ବିଶ୍ୱକପ୍ର ଚୂଡ଼ାନ୍ତ ଦଳରେ ଅଛନ୍ତି। ଦିନେ ବଲ୍ ବଏ ଥିବା ହାର୍ଦ୍ଦିକ ବିଶ୍ୱକପ୍ ଟିକେଟର ହକଦାର…
Connect With Us