ନ୍ୟୁଜ୍, ପଲିଟିକ୍ସ ସାବରମତି ନଦୀବନ୍ଧର ଡିଜାଇନର କରିଛନ୍ତି ନୂଆ ସଂସଦ ଭବନର ଡିଜାଇନ May 19, 2023 ୨୦୨୦ ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତମାସ ୨୮ ତାରିଖରେ ଏହି ଭବନ ଉଦଘାଟନ ହେବ। ନୂଆ ସଂସଦ ଭବନର ନିର୍ମାଣ କାମ ଟାଟା ପ୍ରୋଜେକ୍ଟ ଦ୍ୱାରା କରାଯାଇଛି। ଏହି କୋଠାର ଡିଜାଇନ କହିଛନ୍ତି ଆର୍କିଟେକଚର ବିମଲ ପଟେଲ। ବିମଲ ପଟେଲ ଗୁଜରାଟର…
ନ୍ୟୁଜ୍ ଆରପାରିରେ ମୋଦୀଙ୍କ ମା December 30, 2022 ଆରପାରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍। ପ୍ରଧାନମନ୍ତ୍ରୀଙ୍କ ମା ହୋଇ ସୁଦ୍ଧା ସରଳ ଜୀବନ ଯାପନ ଓ ସାଧାରଣ ଲୋକଙ୍କ ପରି ସମୟ କାଟିବା ପାଇଁ ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ଥିଲେ। ବିମୁଦ୍ରୀକରଣ ସମୟରେ ସାଧାରଣ ଲୋକଙ୍କ ପରି ଧାଡ଼ିରେ ରହି ଟଙ୍କା ବଦଳାଇବା, ମୋଦୀଙ୍କ ସହ…
Uncategorized ଆରମ୍ଭ ହେଲାଣି କାଉଣ୍ଟଡାଉନ୍:ଏଥର ଗୁଜୁରାଟ କାହାର November 4, 2022 ଗୁଜୁରାଟ ପଲିଟିକ୍ସ ଉପରେ ଏବେ ସାରା ଦେଶର ନଜର। ଗୁଜୁରାଟକୁ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡ଼ାଉନ୍। ଗୁଜୁରାଟ ବିଧାନସଭା ନିର୍ବାଚନର ପାଇଁ ତାରିଖ ଘୋଷଣା ହେଲାପରେ ମାନସମନ୍ଥନ ଆରମ୍ଭ ହୋଇ ଯାଇଛି। ଗୁଜୁରାଟରେ ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଓ ଡିସେମ୍ବର ୮ରେ ଫଳ…
ନ୍ୟୁଜ୍, ପଲିଟିକ୍ସ ପ୍ଲ।ଷ୍ଟିକ୍ ବ୍ୟବସ।ୟୀରୁ ପଲିଟିସିଆନ୍ ବିଜେପିର ଚାଣକ୍ୟ ! October 22, 2022 ଆଜି ହେଉଛି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଶ।ହ। ହେଉଛନ୍ତି ଜଣେ ବିଚକ୍ଷଣ ର।ଜନୀତିଜ୍ଞ। ସେ ୨୨ଅକ୍ଟୋବର ୧୯୬୪ ରେ ମହ।ର।ଷ୍ଟ୍ରର ମୁମ୍ବ।ଇରେ ଜଣେ ବ୍ୟବସ।ୟୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ମେହସ।ନ।ରେ ତ।ଙ୍କର ପ୍ର।ରମ୍ଭିକ ଅଧ୍ୟୟନ ପରେ, ସେ ଅହମ୍ମଦ।ବ।ଦକୁ ବ।ୟୋକେମିଷ୍ଟ୍ରି ଅଧ୍ୟୟନ କରିବ।କୁ ଆସିଥିଲେ, ଯେଉଁଠ।ରୁ ସେ ବ।ୟୋକେମିଷ୍ଟ୍ରିରେ ବିଏସି…
ପଲିଟିକ୍ସ କିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁ ସାଜିଥିଲେ ଅମିତ୍ ଶାହା February 22, 2022 ଭାରତୀୟ ରାଜନୀତିରେ ମୋଦି ଓ ଶାହା ଏକ ଚର୍ଚ୍ଚିତ ଯୋଡ଼ି। ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଉଭୟଙ୍କର ବନ୍ଧୁତାର ପରିସର ପରିବ୍ୟାପ୍ତ। ଉଭୟଙ୍କର ମିଳିତ ପରାମର୍ଶ ବିନା କେହି ବି କୌଣଷି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୁଏ। ରାଜନୀତିର ରଣାଙ୍ଗନରେ ଓ ବିଭିନ୍ନ…
ନ୍ୟୁଜ୍ କେମିତି ହୋଇଥିଲା ଅହମ୍ମଦାବାଦ ବିସ୍ଫୋରଣ February 19, 2022 ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡଚର୍ଚ୍ଚିତ ୨୦୦୮ ମସିହା ଗୁଜରାଟର ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣରେ ବଡ଼ ରାୟ ଆସିଛି। ଏହି ସିରିଜ୍ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅହମଦାବାଦର…
Connect With Us