BJDର ପ୍ରଥମ ପ୍ରାର୍ଥୀ ତାଲିକା:8ଟି ଲୋକସଭା ଆସନରେ ନୂଆ ମୁହଁ,15ବିଧାୟକଙ୍କ ଟିକେଟ୍ କଟିଲା

ବିଜେଡି ପକ୍ଷରୁ ଘୋଷଣା ହେଲା 54ଟି ବିଧାନସଭା ଆସନ ଏବଂ ବରଗଡ଼,ବଲାଙ୍ଗିର,କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ,ଆସିକା,କନ୍ଧମାଳ ଏବଂ ବ୍ରହ୍ମପୁର ଲୋକସଭା ଆସନ ଲାଗି ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି,କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, କୋରାପୁଟ ସାଂସଦ ଝିନ୍ନ ହିକକା ଏବଂ ବହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବରଗଡ଼ ସାଂସଦ ପ୍ରଭାସ ସିଂ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ତେବେ ଦଳରେ ଏବେ ମିଶିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କରିଛି।
ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ନବୀନ ପଟ୍ଟନାୟକ ଲଢ଼ିବାର ଦ୍ୱାହି ଦେଇ ବିଜେପୁର ବିଧାୟକ ତଥା ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଟିକେଟ କାଟି ଦେଇଛି ବିଜୁ ଜନତା ଦଳ। ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କୁ କଂଗ୍ରେସରୁ ଆଣି ବିଜେଡି ଟିକେଟ ଦେଇଥିଲା ଶାସକ ଦଳ।ସମବେଦନା ଜଣାଇ ମାତ୍ର ବର୍ଷକ ପାଇଁ ରୀତାଙ୍କୁ ବିଧାନସଭାକୁ ଆଣି ତାଙ୍କ ରାଜନୈତିକ କ୍ୟାରିୟର ପୂର୍ଣ୍ଣଛେଦ ପକାଇବାକୁ ଚେଷ୍ଟା କରିଛି ବିଜେଡି।
ବିଜେଡିର ଲୋକସଭା ପ୍ରାର୍ଥୀ
ଆସନ ପ୍ରାର୍ଥୀ
ବରଗଡ଼ ପ୍ରସନ୍ନ ଆଚାର୍ଯ୍ୟ
ବଲାଙ୍ଗିର କଳିକେଶ ସିଂହଦେଓ
କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂହଦେଓ
ନବରଙ୍ଗପୁର(ସଂ)ରମେଶ ଚନ୍ଦ୍ର ମାଝି
କୋରାପୁଟ(ସଂ)କୌଶଲ୍ୟା ହିକକା
ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ
ଆସିକା ପ୍ରମିଳା ବିଶୋୟୀ
କନ୍ଧମାଳ ଅଚ୍ୟୁତ ସାମନ୍ତ
ସୁନ୍ଦରଗଡ଼(ସଂ)ସୁନୀତା ବିଶ୍ୱାଳ
ବିଜେଡିର ବିଧାନସଭା ପ୍ରାର୍ଥୀ
ଆସନ ପ୍ରାର୍ଥୀ
ଭବାନୀପାଟଣା(ସଂ) ଦୁଷ୍ମନ୍ତ ନାଏକ
ନର୍ଲା ଭୂପିନ୍ଦର ସିଂ
ଜୁନାଗଡ଼ ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼ ମୌସୁଦୀ ବାଗ
ନୂଆପଡ଼ା ରାଜେନ୍ଦ୍ର ଢ଼ୋଲକିଆ
ଖରିଆର ଲମ୍ବୋଦର ନିଆଲ
ନବରଙ୍ଗପୁର(ସଂ) ଶଦାଶିବ ପ୍ରଧାନୀ
ଡାବୁଗାଁ(ସଂ) ମନୋହର ରନ୍ଧାରୀ
ଉମରକୋଟ(ସଂ) ସୁବାଷ ଗଣ୍ଡ
କୋଟପାଡ଼(ସଂ) ପଦ୍ମିନୀ ଦିଆନ
ଚିତ୍ରକୋଣ୍ଡା(ସଂ) ପୂର୍ଣଚନ୍ଦ୍ର ଶିକା
କୋରାପୁଟ(ସଂ) ରଘୁରାମ ପୋଡାଲ
ଜୟପୁର ରବିନାରାୟଣ ନନ୍ଦ
ଲକ୍ଷ୍ମୀପୁର(ସଂ) ପ୍ରଭୁ ଜାନୀ
ରାୟଗଡ଼ା(ସଂ) ଲାଲବିହାରୀ ହିମିରିକା
ବିଶମକଟକ(ସଂ) ଜଗନ୍ନାଥ ସାରକା
ଗୁଣୁପୁର(ସଂ) ରଘୁରାମ ଗମାଙ୍ଗ
ବ୍ରହ୍ମପୁର ବିକ୍ରମ ପଣ୍ଡା
ଗୋପାଳପୁର ପ୍ରଦୀପ ପାଣିଗ୍ରାହୀ
ଛତ୍ରପୁର ସୁବାସ ବେହେରା
ଚିକିଟି ଉଷା ଦେବୀ
ଦିଗପହଣ୍ଡି ସୂର୍ଯ୍ୟ ପାତ୍ର
ପାରଳାଖେମୁଣ୍ଡି କଲ୍ୟାଣୀ ଗଜପତି
ମୋହନା(ସଂ) ପୂର୍ଣ୍ଣବାସୀ ନାଏକ
ଆସ୍କା ମଞ୍ଜୁଳା ସ୍ୱାଇଁ
ସୋରଡ଼ା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେଣୁଣ୍ଡି ନନ୍ଦିନୀ ଦେବୀ
ହିଞ୍ଜିଳି ନବୀନ ପଟ୍ଟନାୟକ
ପୋଲସରା ଶ୍ରୀକାନ୍ତ ସାହୁ
କବିସ୍ୱର୍ଯ୍ୟ ନଗର ଲତିକା ପ୍ରଧାନ
ଖଲ୍ଲିକୋଟ କେ.ସ୍ୱର୍ଯ୍ୟମଣି ଦେବ
ବାଲିଗୁଡ଼ା(ସଂ) ଚକ୍ରଧର କହଁର
ଜି.ଉଦୟଗିରି(ସଂ) ସାଲୁଜା ପ୍ରଧାନ
ବୌଦ୍ଧ ପ୍ରଦୀପ ଅମାତ
କଣ୍ଟାମାଳ ମହୀଧର ରଣା
ଭଞ୍ଜନଗର ବିକ୍ରମ ଆରୁଖ
ଦଶପଲ୍ଲା(ସଂ) ରମେଶ ବେହେରା
ସୁନ୍ଦରଗଡ଼(ସଂ) ଯୋଗେଶ ସିଂ
ରାଜଗାଙ୍ଗପୁର(ସଂ) ମଙ୍ଗଳା କିଶାନ
ତଳସରା(ସଂ) ଷ୍ଟିଫେନ୍ ସୋରେନ୍
ରାଉରକେଲା ସାରଦା ନାୟକ
ରଘୁନାଥପାଲ୍ଲି(ସଂ) ସୁବ୍ରତ ତରାଇ
ବଣାଇଗଡ଼(ସଂ) ରଞ୍ଜିତ କିଶାନ
ପାଟଣାଗଡ଼ ସରୋଜ ମେହେର
ଟିଟିଲାଗଡ଼ ଟୁକୁନି ସାହୁ
କଣ୍ଟାବାଞ୍ଝି ଅଜୟ ଦାସ
ବୀରମହାରାଜପୁର(ସଂ) ପଦ୍ମନାଭ ବେହରା
ସୁବର୍ଣ୍ଣପୁର ନିରଞ୍ଜନ ପୂଜାରୀ
ବରଗଡ଼ ଦେବେଶ ଆଚାର୍ଯ୍ୟ
ଅତାବିରା(ସଂ) ସ୍ନେହାଙ୍ଗିନୀ ଛୁରିଆ
ଭଟଲି ଶୁସାନ୍ତ ସିଂ
ବିଜେପୁର ନବୀନ ପଟ୍ଟନାୟକ
ପଦମପୁର ବିଜୟରଞ୍ଜନ ସିଂ ବରିହା
ଝାରସୁଗୁଡ଼ା ନବ କିଶୋର ଦାସ
Connect With Us