ଭାରତୀୟ ରାଜନୀତିରେ କ୍ରିକେଟରଙ୍କ ପ୍ରବେଶ କିଛି ନୂଆଁ କଥା ନୁହେଁ। ପୂର୍ବରୁ ବହୁ କ୍ରିକେଟର ପଲିଟିକ୍ସ ପିଚକୁ ଓହ୍ଲାଇଛନ୍ତି। ବିଶେଷ କରି ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି ଟିମ୍ ଇଣ୍ଡିଆର କିଛି କ୍ୟାପଟେନ୍। କିଏ ହିଟ୍ ତ କିଏ ଫ୍ଲପ୍ ମାରିଛନ୍ତି। ମନସୁର ଅଲ୍ଲୀ ଖାନ ପଟୌଦିଙ୍କ ଭଳି ଅଧିନାୟକ…