ପଲିଟିକ୍ସ ବାପା ଥିଲେ ମୁଖ୍ୟମନ୍ତ୍ରୀ, କିନ୍ତୁ ବିଧାୟକ-ସାଂସଦ ହେବା ପାଇଁ ନବୀନଙ୍କୁ କରନ୍ତି ଭରସା January 19, 2023 ଭାରତୀୟ ରାଜନୀତିରେ ଝିଅ ଇନ୍ଦିରାଙ୍କୁ ଥଇଥାନ କରିବାକୁ ନେହରୁ ଯେଉଁ ଫ୍ୟାମିଲି ପଲିଟିକ୍ସର ଗଛ ଲଗାଇଥିଲେ, ତାହା ଏବେ ମହାଦ୍ରୁମରେ ପରିଣତ ହୋଇଛି। ସାରା ଦେଶରେ ପଲିଟିକ୍ସ ଏବେ Family Rights ଭାବେ ଦେଖାଯାଉଛି। ଆମ ଓଡ଼ିଶା ମଧ୍ୟ ସେଥିରୁ ବାଦ ପଡିନାହିଁ। ନେହରୁଙ୍କ ପଟ୍ଟଶିଷ୍ୟ ବିଜୁ ପଟ୍ଟନାୟକଙ୍କ ପରିବାର ହାତରେ…
ନ୍ୟୁଜ୍, ପଲିଟିକ୍ସ ଓଡ଼ିଶାରେ ସ୍ଥିର ସରକାରର ବିନ୍ଧାଣି:ଜେ.ବି January 3, 2023 ଇତିହାସ ସବୁବେଳେ ସଫଳତାର ବିନ୍ଧାଣୀକୁ ତା ଛାତିରେ ଜାଗା ଦେଇଛି। ଜାତିର ଇତିହାସ ସୃଷ୍ଟି କରିବାକୁ ସାମର୍ଥ୍ୟ କାହାକୁ ଅଧିକାର ସୁତ୍ରରେ ମିଳିଥାଏ ତ ପୁଣି କାହାର ସଂଘର୍ଷ ଆଗରେ ଇତିହାସ ନିଜେ ହାର ମାନେ।”ଉଚ୍ଚକୂଳରେ ଜନ୍ମ ହେବା ଦୈବର ଅଧିନ,କିନ୍ତୁ ପୁରୁଷକାର ମୋର ଅଧିନ” ବେଣୀ ସଂହାରଂର ଏ ସଂଳାପ…
ପଲିଟିକ୍ସ ଫୁଟବଲ ମ୍ୟାଚରେ ଘୋଷଣା କଲେ ହରେକୃଷ୍ଣ:ଲୋକଙ୍କ ପଇସାରେ ଛିଡ଼ାହେଲା ବାରବାଟୀ ଷ୍ଟାଡ଼ିୟମ June 27, 2022 କଟକ ସହରର ଛାତି ଉପରେ ଓଡ଼ିଶାର ଗୌରବ ଭାବେ ଛିଡ଼ା ହୋଇଛି ବାରବାଟୀ ଷ୍ଟାଡ଼ିୟମ। ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ ମାଧ୍ୟମରେ କଟକ ତଥା ଓଡ଼ିଶାର ନାଁକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ଏହାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବାରବାଟୀ ଷ୍ଟାଡ଼ିୟମର ପ୍ରତିଷ୍ଠାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ଏକ…
ନ୍ୟୁଜ୍, ପଲିଟିକ୍ସ ରାଜ୍ୟ ପାଳୁଛି ଭୁବନେଶ୍ୱର ପ୍ରତିଷ୍ଠା ଦିବସ,ଜାଣନ୍ତୁ କିପରି ରାଜଧାନୀ ସାଜିଥିଲା ଭୁବନେଶ୍ୱର April 13, 2022 ଆଜି ରାଜଧାନୀର ପ୍ରତିଷ୍ଠା ଦିବସ।୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଭୁବନେଶ୍ୱର ଓଡିଶାର ରାଜଧାନୀ ହେବା ପଛରେ ଅନେକ ତଥ୍ୟ ଲୁଚି ରହିଛି।୧୯୪୮…
ନ୍ୟୁଜ୍, ପଲିଟିକ୍ସ ପ୍ରଥମ ଥର ପାଇଁ କାହିଁକି ଓ କିପରି ଓଡିଶାରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ March 22, 2022 ଆମ ଦେଶର ସମ୍ବିଧାନରେ ରାଷ୍ଟ୍ରପତି ଶାସନ ନିମନ୍ତେ ନିୟମଗତ ମଞ୍ଜୁରୀ ରହିଛି। ବିଭିନ୍ନ କାରଣରୁ ଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ। ଅନେକ ସମୟରେ ରାଜ୍ୟରେ ମଧ୍ୟ ରାଷ୍ଟ୍ରପତି ଶାସନ ଲାଗୁ ହୁଏ। ରାଜ୍ୟ ରାଜନୀତିର ଅବସ୍ଥା ଅନିୟନ୍ତ୍ରୀତ ହେଲେ ଏଭଲି ଆଇନସମତଃ ପଦକ୍ଷେପ ନିଆଯାଏ। ଓଡିଶାରେ ମଧ୍ୟ ଅତୀତରେ ରାଷ୍ଟ୍ରପତି…
ନ୍ୟୁଜ୍ ଭୁବନେଶ୍ୱରକୁ ରାଜଧାନୀ କରିବାକୁ କେମିତି ହୋଇଥିଲା ଯୋଜନା? February 4, 2022 ୧୯୪୮ରେ ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବରେ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ କଟକ ଥିଲା ଓଡିଶାର ରାଜଧାନୀ। ଭୁବନେଶ୍ୱରରେ କାହିଁକି ରାଜଧାନୀ ପ୍ରତିଷ୍ଠା ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା,ଏପରିକି ଆଞ୍ଚଳିକତାବାଦ ମଧ୍ୟ ପ୍ରଭାବ ପକାଇଥିଲାlଅନେକ ନେତା ନିଜ ଅଞ୍ଚଳକୁ ଓଡିଶାର ରାଜଧାନୀର ମାନ୍ୟତା ଦେବାକୁ ଦାବି ମଧ୍ୟ କରିଥିଲେ।…
Connect With Us