
ଜନ୍ମମାଟିରେ ମହାମହିମ:ରାଷ୍ଟ୍ରପତିଙ୍କ ହାତରେ ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ
ଦୁଲୁକୁଛି ଜନ୍ମମାଟି। ପାଛୋଟି ନେବାକୁ ଜମୁଛି ଅସରନ୍ତି ଭିଡ଼। ଗାଁ ମାଟିର ଝିଅକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଅନେକ ଆତ୍ମୀୟ। ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱତନ୍ତ୍ର ହେଲିକପ୍ଟରରେ ସେ ଜନ୍ମମାଟି ମୟୂରଭଞ୍ଜରେ ପହଞ୍ଚିଛନ୍ତି। ମୟୂରଭଞ୍ଜର ବାଦାମ ପାହାଡ ହେଲିପ୍ୟାଡରେ ପହଞ୍ଚି ଗାଁ ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ହେବା…
Connect With Us