
ଟାଇ..ଟାଇ..ଔର୍ ଚାମ୍ପିଅନ୍:କେହି କେବେ ଦେଖିନଥିଲେ ଏମିତି ବିଶ୍ୱକପ
କ୍ରିକେଟ ମହାକୁମ୍ଭରେ ଯବନିକା ପଡ଼ିଛି।ନୂଆ ବିଶ୍ୱ ବିଜେତା ମିଳିଲା।ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର କ୍ରିକେଟର ମକ୍କା ‘ଲର୍ଡସ’ରେ ବିଶ୍ୱକପ୍ ଉଠାଇଛି ଇଂଲଣ୍ଡ। ହୋମଗ୍ରାଉଣ୍ଡରେ ଚାମ୍ପିଅନ୍ ହେବାର ସୌଭାଗ୍ୟ ପାଇଛି।ଏହି ବିଜୟ ପାଇବାକୁ ଇଂଲଣ୍ଡକୁ ୪୪ ବର୍ଷ ଲାଗିଲା।ସେହିପରି ଓ୍ୱାର୍ଲଡ କପ୍ ଇତିହାସରେ ୨୩ବର୍ଷ ପରେ ମିଳିଲା ନୂଆ ଚାମ୍ପିଅନ୍।କ୍ରିକେଟରେ ରୋମାଞ୍ଚକର ଓ…
Connect With Us