ନ୍ୟୁଜ୍, ପଲିଟିକ୍ସ ପଦ୍ମପୁରରୁ ପ୍ରଦୀପ ବିଜେପି ପ୍ରାର୍ଥି:ଚେକ୍ ଦବାକୁ ଅନୁକମ୍ପା କାର୍ଡ ଖେଳିବ କି ବିଜେଡି November 12, 2022 ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ମଇଦାନକୁ ପଠେଇଛି। ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ବିଜେଡିର ମୁଣ୍ଡବିନ୍ଧା ଆରମ୍ଭ ହୋଇ ଯାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଉପନିର୍ବାଚନ ବେଶ୍ ଗୁରୁତ୍ତ୍ୱପୂର୍ଣ୍ଣ। ବାଜି ଜିତିବାକୁ ବିଜେପି ପରି କଂଗ୍ରେସ…
ନ୍ୟୁଜ୍, ପଲିଟିକ୍ସ ଚର୍ଚ୍ଚାରେ ଧାମନଗର:କିଏ ହେବ ବାଜିଗର ! October 21, 2022 ରାଜ୍ୟ ରାଜନୀତିରେ ଏବେ ଧାମନଗର ମୁଖ୍ୟ ପ୍ରସଙ୍ଗ ସାଜିଛି। ଧାମନଗର ଉପନିର୍ବାଚନକୁ ନେଇ ଏବେ କସରତ ଜୋର୍ ଧରିଛି। ଏହି ଉପନିର୍ବାଚନରେ କିଏ ବାଜି ମାରିବ ତାକୁ ନେଇ ଝାଳବୁହା ପରିଶ୍ରମ କରୁଛନ୍ତି ଉଭୟ ନେତା ଓ କର୍ମୀ। ୨୪ ଫାଇଟ ପୂର୍ବରୁ ତିନି ରାଜନୈତିକ ଦଳ ପାଇଁ ଏହା ବେଶ…
ନ୍ୟୁଜ୍, ପଲିଟିକ୍ସ ବିଜେଡି ଦି’ଫାଳ : ବିରୋଧିଙ୍କୁ ସୁହାଇବ କି ବିଜେଡି କନ୍ଦଳ ! October 14, 2022 ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ। ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତିର ରୋଚକତା ମଧ୍ୟ ସେତିକି ବଢ଼ୁଛି। ଧାମନଗରରେ ବିଜୁ ଜନତା ଦଳ ଏବେ ହରଡ଼ଘଣାରେ। ଦଳ ତରଫରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥି କରିଛି ବିଜେଡି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ସିଟ୍…
ନ୍ୟୁଜ୍, ପଲିଟିକ୍ସ ବିଜେଡ଼ି ପାଇଁ କଣ୍ଟା ଦଳୀୟ ବିଧାୟକ ! October 13, 2022 ନଭେମ୍ୱର ୩ ରେ ହେବ ଧାମନଗର ଉପନିର୍ବାଚନ। ଧାମନଗର ରାଜନୀତି ପାଣିପାଗ ଧିରେଧିରେ ଅଧିକ ଉଷ୍ମ ହେଲାଣି। ବିଜେପି ତରଫରୁ ଦିବଂଗତ ବିଧାୟକଙ୍କ ପୁଅ ସୂରଜ ସୂର୍ଜ୍ୟବଂଶୀ ପ୍ରାର୍ଥି ହୋଇଛନ୍ତି। ସୂରଜ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥି କରିଛି। ସସ୍ପେନ୍ସର ଅନ୍ତ ଘଟାଇ…
ନ୍ୟୁଜ୍ ବିଷ୍ଣୁଙ୍କ ପୁଅ ବିଜେପି ପ୍ରାର୍ଥୀ:ଛିଡ଼ୁନି ବିଜେଡ଼ି କଂଗ୍ରେସର ପ୍ରାର୍ଥୀ ଗଣିତ ! October 11, 2022 ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୧୭ରେ ବିଷ୍ଣୁଙ୍କ ଦେହାନ୍ତ ପରେ ଏ ଆସନ ଖାଲି ପଡିଛି। ଉପନିର୍ବାଚନର ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୭ ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ରେ…
ନ୍ୟୁଜ୍, ପଲିଟିକ୍ସ ଅନୁକମ୍ପା କାର୍ଡ ଖେଳିବ ବିଜେପି ! October 7, 2022 ଧାମନଗର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୩ରେ ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଧାମନଗର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ପ୍ରାର୍ଥୀ ଚୟନ ଓ ନିର୍ବାଚନ…
ନ୍ୟୁଜ୍, ପଲିଟିକ୍ସ ଉପନିର୍ବାଚନ ମୁହାଁ ଧାମନଗର: ବିଷ୍ଣୁଙ୍କ ପରେ କିଏ ! September 28, 2022 ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଏକ ଉପନିର୍ବାଚନ ଦେଖିବ ଓଡ଼ିଶା। ଏବେ ଉପନିର୍ବାଚନ ମୁହାଁ ଧାମନଗର ନିର୍ବାଚନ ମଣ୍ଡଳୀ। ସେପ୍ଟେମ୍ବର ୧୯ରେ ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଛି। ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ତାରିଖ…
Connect With Us