ଫିଲ୍ମ ରେଡ଼ିଓ ଭଏସ୍ ପାଇଁ ରିଜେକ୍ଟ ହୋଇଥିଲେ:ନିଷ୍ଠା ହିଁ ସଜାଇଦେଲା ବଲିଉଡ଼ର ମହାନାୟକ October 11, 2022 ବିଗ୍ ବି ତଥା ଅମିତାଭ୍ ବଚ୍ଚନ ହେଉଛନ୍ତି ବଲିଉଡ଼ ଜଗତର ଜଣେ ପ୍ରତିଷ୍ଠିତ କଳାକାର। ଭାରତୀୟ ସିନେମାରେ ଅମିତାଭ ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ତାଙ୍କ ସ୍ଥାନ ଖୁବ୍ ଶୀର୍ଷରେ।୮୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ମହ।ନ।ୟକ ଅମିତ।ଭ ବଚ୍ଚନ। ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ…
ଫିଲ୍ମ ଜଞ୍ଜିର ଫିଲ୍ମ ହିଟ୍ ହୋଇନଥିଲେ ହୁଏତ ବାହା ହୋଇପାରି ନ ଥାଆନ୍ତେ ଅମିତାଭ ଓ ଜୟା June 8, 2022 ଭାରତୀୟ ସିନେମାରେ ଅମିତାଭ ଓ ଜୟା ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ଉଭୟଙ୍କ ସ୍ଥାନ ଖୁବ୍ ଶୀର୍ଷରେ।କେବଳ ଅଭିନୟର ଗାର ଭିତରେ ସେମାନଙ୍କ ସମ୍ପର୍କ ସୀମିତ ନୁହେଁ ,ବରଂ ଅଭିନୟର ସରହଦ ଡେଇଁ,ପତି ପତ୍ନୀର ଲକ୍ଷ୍ମଣ ରେଖା ଭିତରେ ରହି ସେମାନେ ଏକ ସୁନ୍ଦର ବୈବାହିକ ଜୀବନ ଜିଇବାରେ ସଫଳ…
ନ୍ୟୁଜ୍, ଫିଲ୍ମ ବଚ୍ଚା ପାର୍ଟି ଗ୍ୟାଙ୍ଗ ସହ ଆଗକୁ ଆସିଲେ ବିଗ୍ ବି February 9, 2022 କିଛି ଦିନର ବିରତି ପରେ ପୁଣି ଥରେ ବଡ ପରଦାରେ ନଜର ଆସିଛନ୍ତି ବିଗ୍ ବି। ବଲିଉଡର ମହାନାୟକ ଅମିତାଭ ବଚ୍ଚନ ‘ଝୁଣ୍ଡ’ଫିଲ୍ମରେ ନଜର ଆସିବେ। ନିଜ ଗ୍ୟାଙ୍ଗକୁ ନେଇ ଫିଲ୍ମରେ ଏକ ଭିନ୍ନ କାହାଣୀ ସହିତ ତାଙ୍କୁ ଦେଖିବାକୁ ମିଳିବ। ଛୋଟ ଛୁଆଙ୍କ ଭିତରେ ନଜର ଆସିଛନ୍ତି ଅମିତାଭ। ଫିଲ୍ମରେ…
ନ୍ୟୁଜ୍, ଫିଲ୍ମ ଆଇନ୍ ଜାଲରେ ଐଶ୍ୱର୍ଯ୍ୟା December 20, 2021 ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ସମନ୍ କରିଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି। ଏହି ସମନର ଉତ୍ତର ଦେବା ପାଇଁ ଆଜି ଐଶ୍ୱର୍ଯ୍ୟା ଦିଲ୍ଲୀର ଲୋକନାୟକ ଭବନରେ ହାଜର ହୋଇଥା’ନ୍ତେ। କିନ୍ତୁ ସେ ଆଜି ହାଜର ହୋଇନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା…
Connect With Us