

କେନ୍ଦ୍ରାପଡ଼ାକୁ ବାଦ ଦେଇ କଂଗ୍ରେସ ନିର୍ବାଚନ ଲଢ଼େ,BJP ଲଢୁଛି ବରଗଡ଼କୁ ବାଦ ଦେଇ!
କେନ୍ଦ୍ରାପଡ଼ା ଲୋକସଭା ଆସନକୁ ବାଦ ଦେଇ କଂଗ୍ରେସ,ଓଡ଼ିଶାରେ ନିର୍ବାଚନ ଲଢ଼ିଥାଏ।କାରଣ ଅଣକଂଗ୍ରେସର ଗଡ଼ ହେଉଛି କେନ୍ଦ୍ରାପଡ଼ା।୧୯୭୧ରୁ ବିଜୁ ପଟ୍ଟନାୟକଙ୍କ ସହ ରହିଛି କେନ୍ଦ୍ରାପଡ଼ା। ଏପରିକି ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ୧୯୮୪ ନିର୍ବାଚନରେ ଓଡ଼ିଶାର ଅନ୍ୟ ୨୦ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା।କିନ୍ତୁ କେନ୍ଦ୍ରାପଡ଼ା ଭୋଟର ବିଜୁ ପଟ୍ଟନାୟକଙ୍କୁ ଜିତାଇ ଥିଲେ। ଆଉ…

ପୁରୀରୁ ନୁହେଁ ବାରଣାସୀରୁ ଲଢ଼ିବେ ମୋଦି! ସୁନ୍ଦରଗଡ଼ରୁ ଜୁଏଲ,କେନ୍ଦ୍ରାପଡ଼ା ଜଗିବେ ବୈଜୟନ୍ତ
ଲୋକସଭା ଲାଗି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ୧୮୪ ପ୍ରାର୍ଥୀଙ୍କ ଲିଷ୍ଟରେ ଲାଲକୃଷ୍ଣ ଆଡଭାନୀଙ୍କ ନାଁ ବାଦ ପଡିଲା।ତେବେ ସବୁ ଚର୍ଚ୍ଚାର ଅନ୍ତଃ ଘଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନୁହେଁ, ଉତ୍ତରପ୍ରଦେଶର ବାରାଣାସୀରୁ ଲଢ଼ିବେ।ସେହିପରି ଆଡଭାନୀଙ୍କ ଗୁଜରାଟର ଗାନ୍ଧିନଗର ଆସନରୁ ଅମିତ ଶାହ ଲଢ଼ିବେ।ଗୃହମନ୍ତ୍ରୀ ରାଜନାଥ…
Newer postsOlder posts
Connect With Us