ଭୁବନେଶ୍ୱର: ବାପା ବିଜୁ ପଟ୍ଟନାୟକଙ୍କ ବାଟରେ ନବୀନ। ଶାସନ ବ୍ୟବସ୍ଥାରେ ମହିଳାଙ୍କୁ ଆଗ୍ରାଧିକାର ଦେବା ଲାଗି ବିଜୁ ପଟ୍ଟନାୟକ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରିଥିଲେ। ୧୯୯୧ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ନିୟମ ଲାଗୁ କରିଥିଲେ। ଯାହାକି ଭାରତ ବର୍ଷରେ ଥିଲା…