ନ୍ୟୁଜ୍, ପଲିଟିକ୍ସ ବିଜେଡି ନେତାଙ୍କ ସାତଖୁଣ ମାଫ୍! ବିଜେଡି ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ପରେ ବି ଏତଲା ରଖୁନି ପୁଲିସ May 3, 2022 ତିଳେଇବଣି ବିଡ଼ିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହିଙ୍କୁ ମେ ୧ ରେ ପୁଲିସ୍ ଗିରଫ କରିଥିଲା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ସତ୍ତ୍ୱେ ପୁଲିସ୍ ନୀରବ ରହିଛି। ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି…
Connect With Us