ନ୍ୟୁଜ୍, ସ୍ପୋର୍ଟସ୍ ଇସାରାରେ ଶାସ୍ତ୍ରୀ କହିଦେଲେ,ବିଶ୍ୱକପ୍ ଟିମରେ ଯୁବରାଜ-ରୈନା-ରାହାଣେଙ୍କୁ ନୋ ଏଣ୍ଟ୍ରି November 16, 2018 ଆସନ୍ତା ୨୧ତାରିଖରୁ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ୍। ପ୍ରାୟ ୪ବର୍ଷ ପରେ କଙ୍ଗାରୁ ବାହିନୀ ସହ ନିଜ ମାଟିରେ ଲଢ଼େଇ ପାଇଁ ଯାଉଛି ଟିମ୍ ଇଣ୍ଡିଆ। ତାପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କୋଚ୍ ରବି ଶାସ୍ତ୍ରୀ ଯାହା କହିଲେ ସମସ୍ତଙ୍କୁ ଚମକେଇ ଦେଇଛି। ବିଶ୍ୱକପ୍ ଖେଳିବାକୁ ଆଶା ରଖିଥିବା କିଛି କ୍ରିକେଟରଙ୍କୁ ଝଟକା ଲାଗିଥିବ।…
Connect With Us