ଭାରତର ପାରମ୍ପରିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’କୁ ଓଡ଼ିଶାସ୍ଥିତ ‘ଏପିଜେ ଅବ୍ଦୁଲ୍‌ କଲାମ୍‌ ଦ୍ବୀପ’ରୁ ଦ୍ବିତୀୟ ବାର ପରୀକ୍ଷା କରିଛି।ଉନ୍ନତ କରାଯାଇଥିବା ଉକ୍ତ କ୍ଷେପଣାସ୍ତ୍ରଟି ସଫଳତାର ସହ ଉତ୍‌କ୍ଷେପଣସ୍ଥଳରୁ ୫୦୦ କିଲୋମିଟର୍‌ ଦୂର ଲକ୍ଷ୍ୟ ଭେଦ କରିଛି। ଯେକୗଣସି ପାରମ୍ପରିକ କ୍ଷେପଣାସ୍ତ୍ରର ମୁକାବିଲା କରିପାରିବଓ ଉଭୟ ସ୍ଥଳ ଓ ସମୁଦ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟ…