ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ କହୁଛି ଦେଶରେ ପୁଣି ଏନଡିଏ ସରକାର ଗଠନ ହେବ।ଓଡ଼ିଶାରେ ମଧ୍ୟ ବିଜେପିର ପ୍ରଦର୍ଶନ ଭଲ ରହିବ ବୋଲି ଅନେକ ମିଡିଆ ହାଉସର ଓପିନିଅନ୍ ପୋଲ କହୁଛି।ବିଶେଷ କରି ଉପକୂଳ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା ଲାଗିପାରେ ବୋଲି ପୂର୍ବାନୁମାନ ହେଉଛି।ତେବେ ବୈଜୟନ୍ତ ପଣ୍ଡାଙ୍କ ଯୋଗୁ କେନ୍ଦ୍ରାପଡ଼ା…