ନ୍ୟୁଜ୍, ପଲିଟିକ୍ସ ସିଦ୍ଧୁ ନା ଚନ୍ନି ? ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା February 4, 2022 ପଞ୍ଜାବ ରାଜନୀତିରେ କଂଗ୍ରେସ ନେତାଙ୍କ ଭିତରେ ବିବାଦ ଧିରେଧିରେ ବୃଦ୍ଧି ପାଉଛି।ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଶୀତଳ ଯୁଦ୍ଧ ଜାରି ରହିଛି। ଉଭୟ ନେତା ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାନ୍ତି।ତେବେ କଂଗ୍ରେସ…
ନ୍ୟୁଜ୍, ପଲିଟିକ୍ସ କଂଗ୍ରେସକୁ ହରାଇବ କଂଗ୍ରେସ : ସିଦ୍ଧୁଙ୍କ ଫୋକସରେ ଦଳୀୟ ଶୃଙ୍ଖଳା January 31, 2022 ଚଳିତ ମାସ ଅର୍ଥାତ ଫେବୃଆରୀ ୨୦’ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ଯେତେ ପାଖେଇ ଆସୁଛି ଦଳୀୟ କନ୍ଦଳରେ ଛନ୍ଦି ହୋଇପଡ଼ୁଛି ଶାସକ ଦଳ କଂଗ୍ରେସ। ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାପଟେନ୍ ଅମରିନ୍ଦର ସିଂ ଦଳ ଛାଡ଼ିଥିଲେ।ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଦଳୀୟ କନ୍ଦଳକୁ…
Connect With Us