ସୀମା ଟପୁଛି ରାଜ୍ୟରେ ଅରାଜକତା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ବେଳେ ଚିଲିକାରୁ ଏକ ଦୁଃଖଦ ଖବର ଆସିଛି। ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜନସାଧାରଣଙ୍କ ଉପରେ ଗାଡି ଚଢ଼ାଇ ଦେଇଛନ୍ତି। ଏହି ଘଟଣାରେ ୩ ବିଜେପି କର୍ମୀ, ୨୨ ଜଣ ସାଧାରଣ ଜନତା ଗୁରୁତର ଆଘାତ…