ଭୁବନେଶ୍ୱର:IAS ଅପରାଜିତା ଷଢ଼ଙ୍ଗୀ ବିଜେପିରେ ମିଶିବା ସ୍ପଷ୍ଟ ହେଲା। ଆସନ୍ତା ୨୭ତାରିଖ(ମଙ୍ଗଳବାର)ରେ ଦିଲ୍ଲୀରେ ବିଜେପିର ସଦସ୍ୟତା ଗ୍ରହଣ କରିବେ ଅପରାଜିତା। ତାଙ୍କ ସହ ଅନ୍ୟ ୩ଜଣ ପୂର୍ବତନ ପ୍ରଶାସକ ସେହି ଦିନ ବିଜେପିରେ ମିଶିବେ। କିନ୍ତୁ ଦିଲ୍ଲୀର ୧୧, ଅଶୋକ ରୋଡର ବିଜେପି ଅଫିସରେ ହେବାକୁ ଥିବା ସେହି  ମିଶ୍ରଣ ପର୍ବରେ…