ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ଲକ୍ଷାଧିକ ବଙ୍ଗୀୟ ଶରଣାର୍ଥୀ ପରିବାର।ବିଶେଷକରି ମହାକାଳପଡା,ପାଟକୁରା,ରାଜନଗର,ମାଲକାନାଗିରି ଏବଂ ଉମରକୋଟ ବିଧାନସଭା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରନ୍ତି ବଙ୍ଗୀୟ ଭୋଟର। ହେଲେ ଜମିପଟ୍ଟା ବିବାଦ ଓ ପରିଚୟପତ୍ର ନ ମିଳିବାରୁ ରାଜ୍ୟ ସରକାରଙ୍କ ଉପରେ ସେମାନଙ୍କ ମୋହ ତୁଟିବାକୁ ଲାଗୁଛି। ଏ ସ୍ଥିତି ନୂଆ ନୁହେଁ, ୨୦୦୯ ଯାଏ…