ନ୍ୟୁଜ୍, ଫିଲ୍ମ ଓଲିଉଡ ଜଗତକୁ ଶକ୍ତ ଝଟକା:ଆରପାରିରେ ଦୁର୍ଦ୍ଦଶ ଖଳନାୟକ ରାଇମୋହନ June 24, 2022 ଓଡ଼ିଶାର ଚର୍ଚ୍ଚିତ ଅଭିନେତା ତଥା ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡାଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରୁଥିବା କୁହାଯାଉଛି। ତେବେ ସେ ହଠାତ୍ କାହିଁକି ଏପରି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ସିନେ ଜଗତର ଅପୁରଣୀୟ…
Connect With Us