ଫିଲ୍ମ ରେଡ଼ିଓ ଭଏସ୍ ପାଇଁ ରିଜେକ୍ଟ ହୋଇଥିଲେ:ନିଷ୍ଠା ହିଁ ସଜାଇଦେଲା ବଲିଉଡ଼ର ମହାନାୟକ October 11, 2022 ବିଗ୍ ବି ତଥା ଅମିତାଭ୍ ବଚ୍ଚନ ହେଉଛନ୍ତି ବଲିଉଡ଼ ଜଗତର ଜଣେ ପ୍ରତିଷ୍ଠିତ କଳାକାର। ଭାରତୀୟ ସିନେମାରେ ଅମିତାଭ ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ତାଙ୍କ ସ୍ଥାନ ଖୁବ୍ ଶୀର୍ଷରେ।୮୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ମହ।ନ।ୟକ ଅମିତ।ଭ ବଚ୍ଚନ। ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ…
ଫିଲ୍ମ ଜଞ୍ଜିର ଫିଲ୍ମ ହିଟ୍ ହୋଇନଥିଲେ ହୁଏତ ବାହା ହୋଇପାରି ନ ଥାଆନ୍ତେ ଅମିତାଭ ଓ ଜୟା June 8, 2022 ଭାରତୀୟ ସିନେମାରେ ଅମିତାଭ ଓ ଜୟା ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ଉଭୟଙ୍କ ସ୍ଥାନ ଖୁବ୍ ଶୀର୍ଷରେ।କେବଳ ଅଭିନୟର ଗାର ଭିତରେ ସେମାନଙ୍କ ସମ୍ପର୍କ ସୀମିତ ନୁହେଁ ,ବରଂ ଅଭିନୟର ସରହଦ ଡେଇଁ,ପତି ପତ୍ନୀର ଲକ୍ଷ୍ମଣ ରେଖା ଭିତରେ ରହି ସେମାନେ ଏକ ସୁନ୍ଦର ବୈବାହିକ ଜୀବନ ଜିଇବାରେ ସଫଳ…
Connect With Us