ଭୋଳାନାଥ ଖମାରିଆ ଜାଣିବୁ,ମହାରାଣୀ ପୁତ୍ରଙ୍କ ସକାଶେ ନିତାନ୍ତ ଦରକାର,ଅତିଶିଘ୍ର ଶହେ ହେଲେ ମଧ୍ୟ ପାନ,ଦୁଇ ସହ ଗୁଆ ପଠେଇବୁ। ଉତ୍ତର ପଟୁ ମାହାରା କରି ଆଖୁ ବାଡ଼ିକୁ ଶିଘ୍ର ପାଣି ବୁହାଇବୁ। ନୋହିଲେ ଆଖୁବାଡ଼ି ବିନାଶ ଯିବ ବୋଲି ଜାଣିବୁ। ଇତି ଫକିର ମୋହନ ସେନାପତି। ସେଦିନ ଏମିତି ଏକ ଚିଠି…