ନ୍ୟୁଜ୍, ପଲିଟିକ୍ସ ମ୍ୟାଜିକ ନମ୍ବରରୁ ୧୩ ହଜାର ଭୋଟ୍ ପଛରେ NDA:ରାଷ୍ଟ୍ରପତି ନିର୍ବାଚନରେ BJD ନେବ ମୁଖ୍ୟ ଭୂମିକା June 10, 2022 ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ। ଜୁଲାଇ ୨୪ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଜୁଲାଇ ୨୫ ରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନୀ ଗଣିତରେ ବିଜେଡିର…
Connect With Us