୧୯୯୦ ଦଶକରେ ରାଷ୍ଟ୍ର ରାଜନୀତିରେ ଏକ ଘଟଣା ଚହଳ ପକାଇଥିଲା। ନିର୍ବାଚନ ରାଲିରେ ଆଖି ବୁଜିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ। ୧୯୯୧ ମେ’୨୧ ରେ  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡ଼ୁର ‌ଶ୍ରୀପେରୁମବୁଦୁରରେ ହତ୍ୟା କରାଯାଇଥିଲା। ଧନୁ ରାଜୀବ ଗାନ୍ଧିଙ୍କୁ ଏକ ଫୁଲହାର ପିନ୍ଧାଇବା ସମୟରେ ବଡ଼ ଧରଣର ବିଷ୍ଫୋରଣ ହୋଇଥିଲା। ଧନୁ…