ରାଜ୍ୟ ରାଜନୀତି ଧିରେଧିରେ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ହେବାକୁ ଯାଉଛି ଦୁଇଟି ଉପନିର୍ବାଚନ। ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ  ଦେହାନ୍ତ ପରେ ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବ। ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର…