ଫିଲ୍ମ ରେଡ଼ିଓ ଭଏସ୍ ପାଇଁ ରିଜେକ୍ଟ ହୋଇଥିଲେ:ନିଷ୍ଠା ହିଁ ସଜାଇଦେଲା ବଲିଉଡ଼ର ମହାନାୟକ October 11, 2022 ବିଗ୍ ବି ତଥା ଅମିତାଭ୍ ବଚ୍ଚନ ହେଉଛନ୍ତି ବଲିଉଡ଼ ଜଗତର ଜଣେ ପ୍ରତିଷ୍ଠିତ କଳାକାର। ଭାରତୀୟ ସିନେମାରେ ଅମିତାଭ ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ତାଙ୍କ ସ୍ଥାନ ଖୁବ୍ ଶୀର୍ଷରେ।୮୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ମହ।ନ।ୟକ ଅମିତ।ଭ ବଚ୍ଚନ। ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ…
ଫିଲ୍ମ କିପରି ଥିଲା ରାଜୁ ଶ୍ରୀବାସ୍ତବଙ୍କ କମେଡିର ଯାତ୍ରା:ଜାଣନ୍ତୁ ସେ ୫୦ ଟଙ୍କାର କାହାଣୀ September 21, 2022 ଭାରତର ଚର୍ଚ୍ଚିତ ହାସ୍ୟକଳାକାର ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି। କମେଡିର ବାଦଶାହ ରୁପେ ବେଶ୍ ପରିଚିତ ରାଜୁ ଶ୍ରୀବାସ୍ତ। ଅଗଷ୍ଟ ୧୦ ତାରିଖରୁ ହୃତଘାତ ପରେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୧୯୬୩ ଡିସେମ୍ବର ୨୫ରେ ର।ଜୁ ଶ୍ରୀବ।ସ୍ତବଙ୍କ ଜନ୍ମ କ।ନପୁର…
ନ୍ୟୁଜ୍, ଫିଲ୍ମ ଆର ପାରିରେ କେକେ:‘ହମ ରହେଁ ୟା ନା ରହେଁ କଲ୍….’ହେଲା ଶେଷ ଗୀତ June 1, 2022 ପ୍ରସିଦ୍ଧ କଣ୍ଠଶିଳ୍ପୀ କେକେ ଓରଫ କ୍ରିଷ୍ଣକୁମାର କୁନାଥଙ୍କ ଦେହାନ୍ତ ହୋଇଛି। ମେ ୩୧ରେ କୋଲକତାରେ ଲାଇଭ୍ କନସର୍ଟ ବେଳେ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଛି। କେକେଙ୍କ ଅକାଳ ମୃତ୍ୟୁ ବଲିଉଡକୁ ଏକ ଶକ୍ତ ଝଟକା କୋଲ୍କାତାର ‘ନଜ୍ରୁଲ୍ ମଞ୍ଚ ଅଡିଟରିୟମ୍’ରେ କନ୍ସର୍ଟ ଶେଷ ହେବା ପରେ ରାତ୍ରୀଯାପନ କରୁଥିବା ହୋଟେଲ୍ରେ…
ଫିଲ୍ମ ବଲିଉଡରେ ରାଜ୍ କରିଥିବା ହିରୋଇନଙ୍କ ବିଦେଶୀ ଲାଇଫ୍ ପାର୍ଟନର୍ February 16, 2019 ପ୍ରେମ। ଏହି ଅଢ଼େଇ ଅକ୍ଷର ସମସ୍ତଙ୍କ ଜୀବନରେ ବେଶ ମହତ୍ତ୍ୱ ରଖିଥାଏ। କାହାକୁ, କେଉଁଠି ଓ କେତେବେଳେ ପ୍ରେମ ହୁଏ, ସେକଥା ବେଳେବେଳେ ଜଣା ବି ପଡ଼େନାହିଁ। କାହା ପ୍ରେମ ହାତ ପାହାନ୍ତାରେ ତ ଆଉ କିଏ ପ୍ରେମ ପାଇଁ ସାତ ସମୁଦ୍ର ପାର କରେ। ବଲିଉଡରେ ଏଭଳି କିଛି ଷ୍ଟାର…
ଫିଲ୍ମ ଲିଭ୍ ଇନ୍ ରିଲେସନସିପରେ ବଲିଉଡ୍ ହିରୋଇନ୍;କିଛି ବାହା ହେଲେ ତ କାହାର ବ୍ରେକ୍ଅପ୍ January 14, 2019 ମାୟାନଗରୀର ଝିଲମିଲ ଦୁନିଆରେ କେତେବେଳେ କଣ ହୁଏ, ଏକଥା କାହାରିକୁ ଜଣା ନଥାଏ। ବହୁ କଥା ବର୍ଷ ବର୍ଷ ପରେ ଜଣା ପଡ଼େ। କିନ୍ତୁ ସବୁବେଳେ ଯେଉଁ ଘଟଣା ପାଇଁ ବଲିଉଡରେ ଚର୍ଚ୍ଚା ଲାଗିଥାଏ, ସେଇଟା ହେଲା ରିଲେସନସିପ୍। ବହୁ ସେଲିବ୍ରିଟି ଲିଭ୍ ଇନ୍ ରିଲେସନସିପରେ ରହି ଥାଆନ୍ତି। ଏମାନଙ୍କ ଭିତରେ…
ଫିଲ୍ମ ପୈସା କ୍ୟା ନକରେ କାମ୍:କୋଟିପତିଙ୍କ ଲାଇଫ ପାର୍ଟନର ବି-ଟାଉନ ସେଲିବ୍ରିଟି January 11, 2019 କଥାରେ ଅଛି ‘ବାପ୍ ବଡା ନା ଭୈୟା, ସବ୍ ସେ ବଡା ରୂପୈୟା’। ଟଙ୍କା ଥିଲେ କଣ ନାହିଁ କଣ କରିହେବ। କିନ୍ତୁ ଏକଥା ବି ସତ ଯେ ଟଙ୍କା ବେଳେବେଳେ ସବୁ ସମସ୍ୟାର ସମାଧାନ କରିନଥାଏ। ଯେମିତି ଟଙ୍କା ଥିଲେ ଖାଇବା ମିଳି ଯାଇପାରେ,କିନ୍ତୁ ଭୋକ ନୁହେଁ। ଶୋଇବା ପାଇଁ ଭଲ…
Connect With Us