ବିଜେପି ସଭାପତି ଅମିତ ଶାହଙ୍କ ସାଲେପୁର ଗସ୍ତ ସରିବା ଆଗରୁ ଓଡ଼ିଶା ରାଜନୀତିରେ ଆଲୋଡ଼ନ ସୃଷ୍ଟି କଲା ସିବିଆଇ ନୋଟିସ୍। 2ବିଜେଡି ବିଧାୟକଙ୍କୁ ସିବିଆଇ ନୋଟିସ୍ ନେଇ ଚାରିଆଡେ ଚର୍ଚ୍ଚା। ଚିଟଫଣ୍ଡ ଦୁର୍ନୀତିର ପେଡି ପୁଣି ଖୋଲିବାକୁ ଉଦ୍ୟମ ଆରମ୍ଭ କରିଛି ସିବିଆଇ। ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ…