ଆଗାମୀ ୨୦୨୪ ନିର୍ବାଚନକୁ ଆଖିରେ ରଖି ବିରୋଧି ଦଳ ସକ୍ରିୟ ହେବାରେ ଲାଗିଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟୀ ଧିରେଧିରେ ଅଣ୍ଟା ସଳଖିବା ଆରମ୍ଭ କରିଛି। ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିରୋଧି ଦଳର ମାନ୍ୟତା ପାଇଥିବା ଓଡ଼ିଶା ବିଜେପି ୨୦୨୪ ରେ ସରକାର ଗଢ଼ିବା ନେଇ କସରତ୍ ଆରମ୍ଭ…