‘ବଡ଼ ଦେଉଳୁ ପଥର, ଖସୁଥିବ ଥରକୁ ଥର’ ମାଳିକାର ଏହି ଭବିଷ୍ୟବାଣୀ ସତ ହେଉଛି। ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାର୍ଶ୍ୱ ନାଟମଣ୍ଡପରୁ ପଥର ଖସିଛି। ଯାହାର ଓଜନ ପ୍ରାୟ 3 କିଲୋ ହେବ ଏବଂ  ଆକାର ହେବ ଦେଢ଼ ଫୁଟର। କେବଳ ବଡ଼ଦେଉଳ ନୁହେଁ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଫାଟ ହେଲାଣି। ଅବଶ୍ୟ…