ଚାକିରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ଜାତି ଭିତ୍ତିରେ ସଂରକ୍ଷଣ ଦିଆଯାଉଥିଲା। ଏହାକୁ ଚ୍ୟାଲେଞ୍ଜ କରି ମୋଦି ସରକାର ସଫଳ ହୋଇଛନ୍ତି। ପୂର୍ବରୁ କେବଳ ଅନୂସୁଚିତ ଜାତି, ଜନଜାତି ବର୍ଗଙ୍କୁ ସଂରକ୍ଷଣ ମିଳୁଥିଲା ଓ ସେମାନେ ଲାଭବାନ ହେଉଥିଲେ। ସାଧାରଣ…