କ୍ରିକେଟର ଓ୍ୱଣ୍ଡର ବୟ ସେ। ବିଶ୍ୱ କ୍ରିକେଟରେ ଏବେ ତାଙ୍କରି ଚର୍ଚ୍ଚା। ନାଁ ମହମ୍ମଦ ଆବାସ୍। ପାକିସ୍ତାନର ଡାହାଣହାତୀ ଫାଷ୍ଟ ବୋଲର। ନିକଟରେ ଆବୁଧାବିରେ ଅଷ୍ଟ୍ରେଲିଆକୁ ୩୭୩ ରନର ବୃହତ ବ୍ୟବଧାନରେ ପାକିସ୍ତାନ ମାତ୍ ଦେବା ପରେ ସାମନାକୁ ଆସିଛନ୍ତି ମହମ୍ମଦ ଆବାସ। ଉଭୟ ଇନିଂସରେ ୧୦ଟି ଓ୍ୱିକେଟ ନେଇ ଅଷ୍ଟ୍ରେଲିଆର…