ଏନକାଉଣ୍ଟର୍ ଏ ଶବ୍ଦ ଶୁଣିଲା  ମାତ୍ରେ  ମନ ଭିତରେ ଏଣ୍ଟ୍ରି କରେ ଭୟର ବାତାବରଣ। କେଉଁ  ଏକ ଅଦ୍ଭୁତ ଶୀହରଣରେ ଖେିଳିଯାଏ ଅଜବ ଭାବନା, ଭୟ ଆଶଙ୍କା ଓ ବ୍ୟତିବ୍ୟସ୍ତତାର ତୀର୍ଯକ୍ କୀରଣରେ ମନରେ ଜମାଟ ବାନ୍ଧେ ଅନେକ କଳ୍ପନା। ପୋଲିସ୍ ଓ  ଅପରାଧୀର ଛକାପଞ୍ଝା  ଖେଳ ଭିତରେ  ବନ୍ଧୁକର  ବୁଲେଟରେ…