

ବାଟ ଓଗାଳିଲା ଓମିକ୍ରନ୍
ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଲା ଓମିକ୍ରନ୍।ବହୁପ୍ରତିକ୍ଷିତ ଫିଲ୍ମ ଆର୍ଆର୍ଆର୍ର ଘୁଞ୍ଚିଲା ରିଲିଜ ଡେଟ୍।ଫିଲ୍ମ ରିଲିଜ ଉପରେ ଏବେ ଅନିଶ୍ଚିତକାଳ ପାଇଁ ରୋକ ଲାଗିଛି।ଏନେଇ ଆର୍ଆର୍ଆର୍ର ଅଫିସିଆଲ୍ ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଫିଲ୍ମ RRR ଆସନ୍ତା ଜାନୁଆରୀ ୭ ତାରିଖରେ ପରଦାକୁ ଆସିଥାନ୍ତା ଫିଲ୍ମ।ସାଉଥସୁପରଷ୍ଟାର ରାମଚରଣ, ଜୁନିଅର ଏନ୍ଟିଆର୍…
Connect With Us