ନ୍ୟୁଜ୍ ମିଗ-୨୧ ଯୁଦ୍ଧ ବିମାନ କ୍ରାଶ! December 25, 2021 ରାଜସ୍ଥାନର ଜୈସଲମେର୍ରେ ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ ହୋଇଛି।ଡିସେମ୍ବର ୮ରେ ସିଡିଏସ୍ ଜେନେରାଲ ବିପନ ରାୱତଙ୍କୁ ହେଲିକପ୍ଟର କ୍ରାଶ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। ଘଟଣାରେ ବିମାନର ପାଇଲଟ ପ୍ରାଣ ହରାଇଛନ୍ତି। ସାମ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଡିଜର୍ଟ…
Connect With Us