ନ୍ୟୁଜ୍ ସଂସଦ ଆକ୍ରମଣକୁ ୨୦ ବର୍ଷ December 13, 2021 ୨୦ ବର୍ଷ ପୂର୍ବର ଏକ ଛାତିଥରା ଘଟଣା, ସମଗ୍ର ଭାରତବାସୀଙ୍କୁ ଚକିତ କରିଥିଲା।ସେହି ଲୋମହର୍ଷଣକାରୀ ଘଟଣାକୁ ଭୁଲିବା କେବେବି ସମ୍ଭବପର ନୁହେଁ। ସଂସଦ ଭବନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ନୃଶଂସତାର ସୀମା ଟପିଥିଲା।୨୦୦୧ ଡିସେମ୍ବର ୧୩’ରେ ପାକିସ୍ତାନର ୫ ଆତଙ୍କବାଦୀ ଦିଲ୍ଲୀରେ ଗଣତନ୍ତ୍ରର ପବିତ୍ର ସ୍ଥାନ ‘ସଂସଦ ଭବନ’ ଉପରେ ଲଗାତର…
Connect With Us