

BJDର ପ୍ରଥମ ପ୍ରାର୍ଥୀ ତାଲିକା:8ଟି ଲୋକସଭା ଆସନରେ ନୂଆ ମୁହଁ,15ବିଧାୟକଙ୍କ ଟିକେଟ୍ କଟିଲା
ବିଜେଡି ପକ୍ଷରୁ ଘୋଷଣା ହେଲା 54ଟି ବିଧାନସଭା ଆସନ ଏବଂ ବରଗଡ଼,ବଲାଙ୍ଗିର,କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ,ଆସିକା,କନ୍ଧମାଳ ଏବଂ ବ୍ରହ୍ମପୁର ଲୋକସଭା ଆସନ ଲାଗି ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି,କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, କୋରାପୁଟ…

୨୦୦୯ ଫର୍ମୁଲାକୁ ରିପିଟ୍ କରିବ କଂଗ୍ରେସ; ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ଫୋକସରେ ୩୬ ସିଟ୍
ଭୁବନେଶ୍ୱର:ବିଧିବଦ୍ଧ ଭାବେ କଂଗ୍ରେସରେ ଦାୟିତ୍ୱ ନେଲେ ପ୍ରିୟଙ୍କା ଗାନ୍ଧି। ଆଜି(ବୁଧବାର)ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ନିଯୁକ୍ତି ମିଳିଛି। ଏହାସହ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କା। ପୂର୍ବରୁ ପ୍ରିୟଙ୍କା ମା’ସୋନିଆ ଗାନ୍ଧି ଏବଂ ଭାଇ ରାହୁଲଙ୍କ ପାଇଁ କେବଳ ରାୟବରେଲୀ ଏବଂ ଆମେଥି ଲୋକସଭା…
Connect With Us