ଭୁବନେଶ୍ୱର:ଆସନ୍ତା ୨୮ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ। ଡିସେମ୍ବର ୧୬ଯାଏଁ ଚାଲିବାକୁ ଥିବା ୧୪ତମ ବିଶ୍ୱକପ ହକିରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ସେଥିପାଇଁ ଜାତୀୟ କ୍ରୀଡା ଦିବସ(ଅଗଷ୍ଟ୨୯)ରୁ ଆରମ୍ଭ ହୋଇଛି MY HEART BEATS FOR HOCKEY କ୍ୟାମ୍ପେନ୍। ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପେନର ଶୁଭାରମ୍ଭ କରିବା…