ଫିଲ୍ମ ସଲମାନ-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କର ପୋଲ୍ ଖୋଲିଲେ ଭାଇ ସୋହେଲ କହିଲେ’ଐଶ୍ୱର୍ଯ୍ୟା ତାଙ୍କ ଘରକୁ ସବୁବେଳେ ଆସୁଥିଲେ’ February 7, 2019 ବଚ୍ଚନ ଖାନଦାନର ବୋହୂ ଐଶ୍ୱର୍ଯ୍ୟା ରାୟ। ଅମିତାଭ ଓ ଜୟା ବଚ୍ଚନଙ୍କ ବୋହୂ। ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କର ଏକ ଝିଅ ମଧ୍ୟ ଅଛି। ଐଶ୍ୱର୍ଯ୍ୟାଙ୍କ ବିବାହକୁ ୧୨ବର୍ଷ ବିତିବାକୁ ଯାଉଛି। କିନ୍ତୁ ତାଙ୍କର ବିଗତ ଦିନର ଆଫେୟାର୍ସକୁ ନେଇ ଚର୍ଚ୍ଚା ଥମୁନି। ବିଶେଷ କରି ସଲମାନଙ୍କ ସହ ଐଶଙ୍କ ଲଭ୍ ଆଫେୟାର୍ସ…
Connect With Us