ଭୁବନେଶ୍ୱର:ବିଧିବଦ୍ଧ ଭାବେ କଂଗ୍ରେସରେ ଦାୟିତ୍ୱ ନେଲେ ପ୍ରିୟଙ୍କା ଗାନ୍ଧି। ଆଜି(ବୁଧବାର)ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ନିଯୁକ୍ତି ମିଳିଛି। ଏହାସହ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କା। ପୂର୍ବରୁ ପ୍ରିୟଙ୍କା ମା’ସୋନିଆ ଗାନ୍ଧି ଏବଂ ଭାଇ ରାହୁଲଙ୍କ ପାଇଁ କେବଳ ରାୟବରେଲୀ ଏବଂ ଆମେଥି ଲୋକସଭା…