ନ୍ୟୁଜ୍, ପଲିଟିକ୍ସ BJDର ଭୋଟ ବ୍ୟାଙ୍କ ଗାଁ ମତଦାତା:ସମୟରେ ହେବ ପଞ୍ଚାୟତ ନିର୍ବାଚନ January 10, 2022 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବିବାଦ ବଢୁଛି। ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢିଙ୍କ ସର୍ବଦଳୀୟ ବୈଠକରେ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ବିରୋଧି ଦଳ ଗୁଡ଼ିକ ଦାବି କରିଛନ୍ତି। ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଦାବି କରୁଛନ୍ତି,କିନ୍ତୁ ମତଦାନ ସପକ୍ଷରେ ରହିଛି ବିଜୁ ଜନତା…
Connect With Us