ନ୍ୟୁଜ୍, ପଲିଟିକ୍ସ ନିର୍ବାଚନୀ ତୋଫା:ବିଜୁଙ୍କ ‘ଜିଲ୍ଲା ବୃଦ୍ଧି’ ଫର୍ମୁଲାକୁ ଅନୁସରଣ କରିବେ ନବୀନ! December 20, 2018 ଭୁବନେଶ୍ୱର: କୃଷି ଋଣ ଛାଡ଼ ସାଙ୍ଗକୁ କ୍ୱିଣ୍ଟାଲ ଧାନରେ ୭୫୦ଟଙ୍କା ବୋନସ୍ ପ୍ରଦାନ କରିବାକୁ ଛତିଶଗଡ଼ ସରକାରଙ୍କ ଘୋଷଣା, ବିଜେଡି ଲାଗି ଚାପ ସୃଷ୍ଟି କଲାଣି। ପଡୋଶୀ ରାଜ୍ୟ ଯଦି ଚାଷୀଙ୍କ ଲାଗି ଏତେ ପ୍ୟାକେଜ୍ ଦେଉଛନ୍ତି ତେବେ ନବୀନ ପଟ୍ଟନାୟକ ସରକାର କାହିଁକି କୃଷି ଋଣ ଛାଡ଼ କରିବେ ନାହିଁ…
Connect With Us