ବିଜୁ ଯୁବବାହିନୀ ପରେ ଏବେ ଜାତିସଂଘର ପ୍ରଶଂସା ପତ୍ରର ସତ୍ୟତାକୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ।ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁ ଯୁବବାହିନୀ କୁଆଡେ ଗଲା ବୋଲି ତଥାଗତ ନିଜ ଖବର କାଗଜ‘ଧରିତ୍ରୀ’ରେ ପ୍ରଶ୍ନ କରିଥିଲେ।ଏବେThe Times Of Indiaକୁ ସାକ୍ଷାତକାର ଦେଇ ଜାତିସଂଘ ଏବଂ ଅର୍ନ୍ତରାଷ୍ଟ୍ରିୟ…