ଫିଲ୍ମ ଭାଇଙ୍କ ମୃତ୍ୟୁ ହୋଇନଥିଲେ ଷ୍ଟାର ହୋଇପାରି ନଥାନ୍ତେ, ନକ୍ସଲ ମିଥୁନ୍ ଦାଦା October 30, 2018 ବଲିଉଡର ବର୍ଷୀୟାନ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ। ଦମଦାର ଅଭିନୟ ଏବଂ ନିଆରା ଡ୍ୟାନ୍ସ ଷ୍ଟାଇଲରେ କୋଟି କୋଟି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍।‘ଡିସ୍କୋ ଡ୍ୟାନ୍ସର’ ହୋଇ ସିଲଭର ସ୍କ୍ରିନରେ ଛାଡିଛନ୍ତି ସ୍ୱତନ୍ତ୍ର ଛାପ। ଛୋଟ ପରଦାର ରିୟଲିଟ୍ ସୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ମଧ୍ୟ ଧମାଲ୍ ମଚାଉଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ।୧୬ଜୁନ୍ ୧୯୫୦ରେ…
Connect With Us