ନ୍ୟୁଜ୍ କେନ୍ଦ୍ର ସରକାରଙ୍କ ମଧ୍ୟରାତ୍ରି ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଖାରଜ, CBI ନିର୍ଦ୍ଦେଶକ ଭାବେ ଫେରିଲେ ବର୍ମା January 8, 2019 ନୂଆଦିଲ୍ଲୀ: ଆଲୋକ ବର୍ମାଙ୍କୁ ପୁନଃ ଥଇଥାନ କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ଼ ଝଟକା। କିନ୍ତୁ ବର୍ମାଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ସଙ୍କୁଚିତ କରିଦେଲେ କୋର୍ଟ। ତେବେ ଆଲୋକ ବର୍ମାଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ଦିଲ୍ଲୀ ପୋଲିସ ଏଷ୍ଟାବେଲସମେଣ୍ଟ ଆକ୍ଟରେ ଗଠିତ କମିଟି ହିଁ ନେଇ ପାରିବ ବୋଲି ସୁପ୍ରିମକୋର୍ଟ…
Connect With Us